ଜାହାଜ
ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର
ଅର୍ଗସ ବ୍ୟରୋ : ଜୀବନର ଏକ ବଡ ସତ୍ୟ ହେଉଛି ଯିଏବି ଏ ଦୁନିଆରେ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ । ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ ଅବା ଉଦ୍ଭିଦ। ମଣିଷର ମୃତ୍ୟୁ ପରେ ତା ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଦେଇଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । ସେହିପରି ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟ