ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନ ଅନୁଯାୟୀ, ସମୁଦ୍ରରେ କେତେ ସୁନା କିମ୍ବା ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଛି ତାହା କହିବା କଷ୍ଟକର। ପ୍ରାୟତ ବଡ ବଡ଼ ଜାହାଜ ବୁଡ଼ି ଯାଇଥିବା ଆଧାରରେ ଅନୁମାନ କରାଯାଉଛି।ପ୍ରକୃତରେ ଏହା ସେହି ସୁନା ଯାହାକୁ ଲୁଟ୍ କରାଯାଇଥିଲା, ଯାହାକି ଗୋଟିଏ ଦେଶମାନଙ୍କରୁ ଜିତିବା ପରେ ଏଠାରୁ ସେଠାକୁ ନିଆଯାଉଥିଲା।
ଯେତେବେଳେ ଏତେ ସୁନା ସମୁଦ୍ର ଭିତରେ ପଡ଼ିଥାଏ ଏବଂ ବିଶ୍ୱ ଏହା ବିଷୟରେ ମଧ୍ୟ ଜାଣେ। ତେବେ କାହିଁକି ଏହା ବାହାର କରାଯାଉ ନାହିଁ? ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।ଏହି ସୁନା ବାହାର କରିବା ସମ୍ଭବ ନୁହେଁ, ଏଥିରେ ଅନେକ ବଡ ବଡ ସମସ୍ୟା ରହିଛି।ପ୍ରଥମ କଥା ହେଉଛି ସମୁଦ୍ରର କେଉଁ ଭାଗରେ କେତେ ସୁନା ଜମା ହୋଇଛି ତାହା ଜଣାନାହିଁ।ଆଉ ଯଦି ବି ଏହା ଜଣା ପଡେ, ତେବେ ମଧ୍ୟ ସମୁଦ୍ର ଭିତରକୁ ଯିବା ସହଜ ନୁହେଁ ।
ଏହାକୁ ବାହାର କରିବା ବି ଏତେ ସହଜ ନୁହେଁ।
ଯଦିଓ ଏହି କାମ ମେସିନକୁ ଦିଆଯାଏ କରିବା ପାଇଁ ତେବେ ଝଡ କିମ୍ବା ମାଛ ଏହାକୁ ନଷ୍ଟ କରିଦେବ
ସେ ଯାହା ବି ହେଉ ସମୁଦ୍ର ଗଭୀର ଭିତରେ ଅନେକ ସୁନା ଲୁଚି ରହିଥିବା ଏହା ସତ।
ଅଧିକ ପଢ଼ନ୍ତୁ ବିଦେଶ ଖବର: