ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ଆମର୍ ବଡ୍ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍କର୍ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତି ର୍ ଲାଗି ମାଁ ସମ୍ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର୍ ଠାନେ ଗୁହାରି କରୁଛେଁ । pic.twitter.com/MSRVAeeQ0s — Dharmendra Pradhan (@dpradhanbjp) September 8, 2024
ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମର୍ ରାଏଜର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍ବାସୀଙ୍କୁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ।
ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଆମର୍ ବଡ୍ଖା ତିହାର୍ ‘ନୂଆଁଖାଇ’ର୍ ଇ ଶୁଭ୍ ଅବସର୍ ନେ ସମ୍କର୍ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତିର୍ ଲାଗି ମାଁ ସମ୍ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଠାନେ ଗୁହାରି କରୁଛେଁ ।