ଫଳରେ ବିଲମ୍ବିତ ରାତିରେ ଜୟନ୍ତ ଙ୍କ ଘର କୁ ପସି ୨ ଟି ବାଇକରେ ନିଆଲଗାଇ ଦେଇଥିଲେ । ଖବର ପାଇ ଅଗ୍ନିସମ ବିଭାଗ ପହଚି ନିଆ ଲିଭାଇଥିଲା । ୨ ଟି ବାଇକ, ଗୋଟିଏ ସାଇକେଲ ଓ କିଛି ସିମେଣ୍ଟ ବସ୍ତାରେ ନିଆ ଲାଗି ଥିଲା। ଯାହାକି ସମ୍ପୁଣ୍ଣ ଭାବେ ପୋଡି ଯାଇଥିଲା। ତେବେ ଏନେଇ ଜୟନ୍ତ ମେହେର କ୍ଷେତରାଜପୁର ଥାନାରେ ଚାନ୍ଦା ନଦେବା କାରଣରୁ ଏଭଲି କାଣ୍ତ ଭିଆଇ ଥିବା ଅଭିଯୋଗ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର