All
International
Big Expose
Your Problem
Development News
Argus Follow-up
Face of the Crowd
Youth Corner
Headlines
Argus Update
Odisha News
National News
Argus Special
COVID 19 Update
Yoga Shakti

ବାରଣାସୀରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି
ବାରଣାସୀରେ ୧୭୮୪ କୋଟିରୁ ଅଧିକ ପ୍ରୋଜେକ୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି ।
#varanasi #innaguration #project #PrimeMinister Narendra Modi

ମା' ଆଦିଶକ୍ତିଙ୍କ ଆଳତୀ
ଚୈତ୍ର ନବରାତ୍ରୀରର ତୃତୀୟ ଦିନରେ ଦିଲ୍ଲୀର ମା' ଝଣ୍ଡେୱାଲା ମନ୍ଦିରରେ ମା ଆଦିଶକ୍ତିଙ୍କ ଆଳତୀ ।
#adishakti #jhandewalantemple #delhi #navaratri

ସନାତନ ଧର୍ମ ଉପରେ ଆଲୋଚନା କରୁଛନ୍ତି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ
'ସନାତନ ଧର୍ମ ହିଁ ଶ୍ରେଷ୍ଠ ଧର୍ମ । ଆଉ ପ୍ରତ୍ୟେକ ମାନବ ଜାତି ଏହି ଧର୍ମକୁ ମାନିବା ଉଚିତ । ପ୍ରଭୁ ଶ୍ରୀରାମଙ୍କ ଚରଣରେ ନିଜକୁ ସମର୍ପିତ କରିବା ଉଚିତ ।'- ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ
#bageswarbalaji #DhirendraShastri

ମହାକାଳଙ୍କ ଦର୍ଶନ କଲେ ଉମେଶ ଯାଦବ
ଉଜ୍ଜୟିନୀରେ ମହାକାଳଙ୍କ ମନ୍ଦିର ଦର୍ଶନ କଲେ କ୍ରିକେଟର ଉମେଶ ୟାଦବ ।
#UmeshYadav #mahakal #ujjain #MadhyaPradesh

ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଶଙ୍ଖ ଫାଳଫାଳ
#ଭଦ୍ରକ_ଭଣ୍ଡାରିପୋଖରୀ_ନିର୍ବାଚନ_ମଣ୍ଡଳୀରେ_ଶଙ୍ଖ_ଫାଳଫାଳ
ବିଧାୟକଙ୍କ ବିରୋଧରେ ବିଦ୍ରୋହ ପାଇଁ ଦଳରୁ ନେତା ବିଦା । ବିଜେଡିର ଗଡ଼ ଭଣ୍ଡାରୀପୋଖରୀରେ ବିଜେଡିକୁ ଧୂଳି ଚଟାଇବାକୁ ସଂକଳ୍ପବଦ୍ଧ ବିଦ୍ରୋହୀ ।
#ArgusNews

ଜାଣନ୍ତୁ କେମିତି ରହିଛି ଆପଣଙ୍କ ଜୀବନରେ ଆଜିର ରାଶିଫଳ
ଜାଣନ୍ତୁ କେମିତି ରହିଛି ଆପଣଙ୍କ ଜୀବନରେ ଆଜିର ରାଶିଫଳ
#bhagyabhabisyata #horoscope #TodaysHoroscope #rashifal
Download Argus News App
