#ସ୍ୱେଚ୍ଛାସେବୀ_ଅନୁଷ୍ଠାନ_ସୋସାଇଟି_ଫର_ନେଚର
ଏଜୁକେସନ ଆଣ୍ଡ ହେଲି ଆନୁକୁଲ୍ୟରେ ରେଗେଟିଭ୍ ନଷ୍ଟିସ୍ ସଂପର୍କିତ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠାନର ଭୁବନେଶ୍ଵରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ମାର୍ଚ ୨୬ ତାରିଖରେ ଉଦ୍ଘାଟନ ହୋଇଯାଇଛି ।
#ArgusNews #Bhubaneswar #program #conference #SocietyforNature #Education #Health #judicialsystem #Odisha