ପ୍ରତେକ ଦିନ କିଛି ପ୍ରକୃତିକ ଜିନିଷ ମିଶାଇ ଏକ ହର୍ବାଲ ଚା ପ୍ରସ୍ତୁତ କରି ଏହାକୁ ପିଅନ୍ତୁ । ଏହାକୁ ପିଇଵା ଦ୍ଵାରା ପେଟର ର୍ଚବି ଅଶଂ କମିଥାଏ । ଖାଲି ସେତିକି ନୁହେଁ ଏହି ଚା କୁ ନିୟମିତ ପିଇହା ଦ୍ଵାରା କାହିଁ କେତେ ରୋଗରୁ ମୁକ୍ତି ମିଳିଥାଏ ।
ଗ୍ରୀନ ଟି :-
ଡାକ୍ତରଙ୍କ କହିଵା ଅନୁସାରେ ଗ୍ରୀନ ଟି ପ୍ରତେକ ଦିନ ସକାଳେ ଖାଲି ପେଟରେ ପିଇବା ଦ୍ଵାରା ମୋଟା ପଣ କମିବାରେ ଲାଗିଥାଏ ।
ଡାଲଚିନି :-
ଡାଲଚିନି ଏମିତି ଏକ ଜିନିଷ ଯାହା ଅତି ସହଜରେ ଯେତେ ପୁରୁଣା ଚର୍ଵକୁ କମାଇଥାଏ । ଏହାକୁ ପ୍ରତିଦିନ ଖାଇଵା ଦ୍ଵାରା ମୋଟା ପଣ ଅତି ସହଜରେ କମିଥାଏ ।
ଜିରା :-
ଏହାକୁ ଆପଣ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ପିଇଲେ ବହୁତ ଫାଇଦା ମିଳିଥାଏ । ପ୍ରତିଦିନ ପିଇଵା ଦ୍ଵାରା ମୋଟା ପଣ କମିବାରେ ଲାଗିଥାଏ ।ଖାଲି ଜିରା ନୁହେଁ ଜୁଆଣି ମଧ୍ୟ ଅନେକ ଫାଇଦା ମିଳିଥାଏ ।