ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ ପଢନ୍ତୁ...
ଏହି ୩ ପ୍ରକାରର ରୋଗ ପାଇଁ ଖଜୁରୀକୁ କ୍ଷୀରରେ ଭିଜାଇ ଖାଇଲେ ଅତ୍ୟନ୍ତ ଲାଭଦାୟକ...
ଅର୍ଶ ରୋଗ ପାଇଁ ଖଜୁରୀ:-
ଯଦି ଆପଣ ଅର୍ଶ ରୋଗୀ ତେଵେ ଖଜୁରୀକୁ କ୍ଷୀରରେ ଖାଇଵା ନିହାତି ଆଵଶ୍ୟକ । ଯେତେଵେଳେ ଆପଣ ଏହାକୁ କ୍ଷୀରରେ ସିଜାଇ ଖାଆନ୍ତି , ଏହାର ଫଇଵରର ପରିମାଣ ଦୁଇଗୁଣ ଵଢିଯାଏ ଫଳରେ ମଳ ପରିଷ୍କାର ହେଵା ଦ୍ଵାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ । ଏହି ଭଳି ଉପାୟରେ ଖଜୁରୀ ଖାଇଵା ଦ୍ଵାରା ଅର୍ଶ ରୋଗର ଲକ୍ଷ୍ୟଣ କମ୍ ହୋଇଥାଏ ।
ମୋଟାପା ରୋଗୀ ଖଜୁରୀ କେମିତି ଖାଇବେ:-
ମୋଟାପଣ କମାଇଵା ପାଇଁ ଶରୀରରେ ଚର୍ଵିର ପରିମାଣ କମିଵା ନିହାତି ଆଵଶ୍ୟକ । ପେଟରେ ମେଟାଵୋଲିକ ହାର ଵଢିଵା ଦ୍ଵାରା ଆପଣଙ୍କର ଖାଇଵା ହଜମ ହୋଇନଥାଏ ଏଵଂ ତା ପରେ ମୋଟାପଣ ସମସ୍ୟା ଵଢିଵାରେ ଲାଗିଥାଏ । ତେଣୁ ମୋଟାପଣ କମାଇଵା ପାଇଁ ଆପଣ ରାତିରେ କ୍ଷୀରରେ ଖଜୁରୀ ଭିଜାଇ ସକାଳ ଖାଇଵା ଉଚିତ୍। ଏପରି ଖାଇଵା ଦ୍ଵାରା ଏହା ସ୍କ୍ରଵ୍ ଭଳି କାମ କରେ । ଶରୀରରେ ଜମା ହୋଇଥିଵା ଚର୍ଵିକୁ ହ୍ରାସ କରିଵାରେ ସାହାଯ୍ୟ କରେ ।
ଉଚ୍ଚ କୋଲେଷ୍ଟ୍ରଲ ପାଇଁ ଖଜୁରୀ :-
ଖଜୁରୀ ସେବନ କରିବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇପାରିବ । କ୍ଷୀର ସହିତ ଖଜୁରୀ ଖାଇଲେ ଧମନୀ ସୁସ୍ଥ ରହେ । ଏହା କୋଲେଷ୍ଟ୍ରଲ ହ୍ରାସ କରେ, ଧମନୀକୁ ସଫା କରେ ଏଵଂ ଭଲରେ ରକ୍ତ ସଚାଂଳନ କରାଏ । ଏହା ଵ୍ୟତୀତ ହୃଦୟକୁ ସୁସ୍ଥ ରଖିଵାରେ ମଧ୍ୟ ସହାୟକ ହୋଇଥାଏ ।