ଅଧିକ ପଢନ୍ତୁ ଜୀବନଶୈଳୀ ଖବର
ଲମ୍ବା ସମୟ ଧରି ବଞ୍ଚିବାର ରହସ୍ୟ କଣ ?
ମହିଳା ମାନେ ନିଜର ନିର୍ଦ୍ଦିଷ୍ଟ ଓଜନ ସନ୍ତୁଳନ ରଖିବା ଦ୍ଵାରା ବୟସ ବୃଦ୍ଧି ଘଟିଥାଏ । ଆଗରୁ କୁହାଯାଉଥିଲା, ୬୦ ବର୍ଷ ବୟସ ପରେ ମହିଳା ମାନେ ନିଜର ଓଜନ କମ କରିବା ଭୁଲ । କିନ୍ତୁ ଏବେ ବୈଜ୍ଞାନିକ ମାନେ ଭିନ୍ନ ଏକ ମତ ଦେଉଛନ୍ତି । ତାଙ୍କ କଥାନୁସାରେ, ୬୦ ବର୍ଷ ବୟସ ପରେ ଓଜନ ହ୍ରାସ ଲାଭଦାୟକ ହୋଇଥାଏ । ୬୦ ବର୍ଷ ପରେ ମହିଳା ମାନେ ଏକ ନିର୍ଦ୍ଦିଷ୍ଟ ଓଜନ ରଖିବା ଲାଭପ୍ରଦ ହୋଇଥାଏ ।
ବୃଦ୍ଧ ମହିଳାମାନଙ୍କ କ୍ଷେତ୍ରରେ ଓଜନ କମ ରହିବା ଏକ ପ୍ରକାର ସାମାନ୍ୟ କଥା ହୋଇଥାଏ । କିନ୍ତୁ ନିର୍ଦ୍ଦିଷ୍ଟ ଓଜନ ରହିବା ଦ୍ଵାରା ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଏ । ଯାହା ଜୀବନଶୈଳୀକୁ ସୁସ୍ଥ ରଖିବା ସହ ବୟସରେ ବୃଦ୍ଧି ହୋଇଥାଏ ।