ଆମାଜନର ୨୦୨୪ ଗ୍ରେଟର ସେଲ ଚାଲିଛି। ଆଉ ଏହି ସେଲରେ ଆପଣଙ୍କୁ ଏସି, କୁଲର ଏବଂ ପଙ୍ଖା ୫୦ ପ୍ରତିଶତ ରିହାତିରେ ମିଳିଯିବ।
ଏହି ଆମାଜନର ବମ୍ପର ସେଲରେ ସ୍ପ୍ଲିଟ ଏସି ୫୩% ରିହାତିରେ ବିକ୍ରି ହେଉଛି। LG ୧ ଟନର ୪ଷ୍ଟାର ଏସି ଏବଂ ଡୁଆଲ ଇନଭର୍ଟର ସ୍ପ୍ଲିଟ ଏସି ଆପଣ ୫୦% ରିହାତିରେ କିଣିପାରିବେ। ଏହି ଏସିର ମାର୍କେଟ ପ୍ରାଇସ ୭୧,୯୯୦ ଟଙ୍କା ହୋଇଥିବାବେଳେ ଆପଣ ମାତ୍ର ୩୫,୯୯୦ ଟଙ୍କା ଦେଇ ଆପଣଙ୍କ ଘରକୁ ନେଇପାରିବେ।
Daikin ୦.୮ ଟନ ୩ ଷ୍ଟାର ସ୍ପ୍ଲିଟ ଏସିକ ଗ୍ରାହ ୩୧% ରିହାତିରେ ପାଇପାରିବେ। ଯାହାର ବଜାର ମୂଲ୍ୟ ହେଉଛି ୩୭,୪୦୦ ଟଙ୍କା କିନ୍ତୁ ଆପଣଙ୍କ ପାଇଁ ରିହାତି ହୋଇ ଆପଣ ୨୫,୯୯୦ ଟଙ୍କାରେ କିଣିପାରିବେ।
ସେହିପରି Godrej ୧ଟନ ୫ଷ୍ଟାର ବିଶିଷ୍ଟ କନଭର୍ଟେବଲ କୁଲିଙ୍ଗ ଇନଭର୍ଟର ସ୍ପ୍ଲିଟ ଏସିକୁ ୩୨% ରିହାତି ବଜାରରେ ବିକ୍ରି କରାଯାଉଛି। ଯାହାର ବଜାର ମୂଲ୍ୟ ହେଉଛି ୪୮,୯୯୦ ଟଙ୍କା କିନ୍ତୁ ଗ୍ରାହକମାନେ ଏହି ଏସିକୁ ୩୩,୪୯୦ ଟଙ୍କା ଦେଇ କିଣିପାରିବେ।
Panasonic 1.5 ଟନ୍ 5 ଷ୍ଟାର୍ ୱାଇଫାଇ ଇନଭର୍ଟର ସ୍ମାର୍ଟ ସ୍ପ୍ଲିଟ୍ ଏସି ଆମାଜନରେ 29% ରିହାତିରେ କ୍ରୟ କରାଯାଇପାରିବ । ଏହି ଏସିର ପ୍ରକୃତ ମୂଲ୍ୟ 63,400 ଟଙ୍କା ବୋଲି କୁହାଯାଉଛି, କିନ୍ତୁ ଅଫର ଅନୁଯାୟୀ ଏହାକୁ 44,990 ଟଙ୍କାରେ କିଣାଯାଇପାରିବ।
Carrier 1.5 ଟନ୍ 3 ଷ୍ଟାର୍ AI ଫ୍ଲେକ୍ସିକଲ୍ ଇନଭର୍ଟର ସ୍ପ୍ଲିଟ୍ ଏସି 1 ଟି କନଭର୍ଟିବଲ୍ ଟେକ୍ନୋଲୋଜିରେ 6 ସହିତ ଆସିଥାଏ। ଏହାକୁ ଆମାଜନରୁ 48% ରିହାତିରେ କିଣିପାରିବେ। ଅଫର ପରେ ଏହାର ମୂଲ୍ୟ 67,790 ଟଙ୍କା ବଦଳରେ 34,990 ଟଙ୍କା ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଭାରତ ଖବର