ଅଧିକ ପଢନ୍ତୁ ଭାରତ ଖବର
ଏଥିସହ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ହ୍ରାସ ପାଇଛି ମାଓ ସମସ୍ୟା । ଭୁଶୁଡୁଛି ମାଓ ଦୁର୍ଗ । ପୂର୍ବରୁ ମାଓବାଦୀ ମାନେ ଏହି ରାଜ୍ୟ ଗୁଡିକରେର ଆତଙ୍କ ଖେଳାଉଥିଲେ । ଯୁବକମାନଙ୍କୁ ବିଭ୍ରାନ୍ତ କରି ମାଓ ସଂଗଠନରେ ମିଶାଯାଉଥିଲା । କିନ୍ତୁ ୨୦୧୪ରେ, ଆପଣଙ୍କର ଗୋଟିଏ ଭୋଟ୍ କାମ କଲା ଏବଂ ସାରା ବିଶ୍ବ ଭାରତର ଗଣତନ୍ତ୍ରକୁ ଅଭିବାଦନ ଜଣାଇଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।