ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତା ସହଯୋଗୀ ମନଚୁ , ଚମନ ,ଅଜୟ ସହ ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଙ୍କାଇବାକୁ କରୁଛନ୍ତି ଯୋଜନା । ଖବାର ପାଇ ସୁରକ୍ଷା କର୍ମୀ କରିଥିଲେ କୁମ୍ବିଙ୍ଗ ଅପରେସନ ହେଲେ ଛତ୍ରଭଙ୍ଗ ଦେଇଥିଲେ ମାଓନେତା । ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ଅଛି ଆଲର୍ଟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର