ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ । ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ ଅର୍ଥାତ୍ ଆସନ୍ତାକାଲି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନ ବନ୍ଦରରୁ ସିଧାସଳଖ ବ୍ରହ୍ମପୁର ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପ୍ ଯିବେ । ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ । ପରେ ସେ ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ । ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ ଅର୍ଥାତ୍ ଆସନ୍ତାକାଲି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
ନୂଆଦିଲ୍ଲୀ: ପୃଥିବୀ ଏକା ନୁହେଁ । ପୃଥିବୀ ଭିତରେ ଆଉ ଏକ ଗ୍ରହ ମଧ୍ୟ ଅଛି। ଏହି ଦ୍ୱିତୀୟ ଗ୍ରହର ଏଗ ଭାଗ ଆଫ୍ରୀକା ଏବଂ ପ୍ରଶାନ୍ତ ମହାସାଗରର ନିମ୍ନରେ ରହିଛି। ତେବେ ପୃଥିବୀର ଅନ୍ୟ ଗ୍ରହ ସହିତ ଧକ୍କା ହେତୁ ଏହାର ସୃଷ୍ଟି। ଏଥିପାଇଁ ଚନ୍ଦ୍ରର ସୃଷ୍ଟି ହୋଇଛି। ଏହାର ଖୁଲୁସା NASA-JPL ଏବଂ Caltech ର ବୈଜ୍ଞାନକ କରିଛନ୍ତି। ଏହା ସେତେବେଳେର ଘଟଣା ଯେତେବେଳେ ପୃଥିବୀ ସୃଷ୍ଟି ହେଉଥିଲା ପାଖାପାଖି ୪୫୦ କୋଟି ବର୍ଷ ପୂର୍ବରୁ ସେହି ସମୟରେ ଥୀୟା ନାମକ ଏକ ଛୋଟ ଗ୍ରହ ପୃଥିବୀ କୁ ଧକ୍କା ଦେଇଥିଲା। ଏହି ଧକ୍କା କାରଣରୁ ଚନ୍ଦ୍ରମା ନିର୍ମାଣ ହୋଇଥିଲା। କିନ୍ତୁ ଏହି ଛୋଟ ଗ୍ରହର କିଛି ଅଂଶ ଆମ ପୃଥିବୀର ଭିତରେ ରହିଗଲା। ଏହି ଅଂଶ ଆଜି ବି ଆଫ୍ରୀକା ଏବଂ ଏବଂ ପ୍ରଶାନ୍ତ ମହାସାଗରର ନିମ୍ନରେ ଅବସ୍ଥିତି ଅଛି। ଥିୟା ଶଦ୍ଦ ଗ୍ରୀକ ଟାଇଟନ ନାମରୁ ନାମକରଣ କରାଯାଇଛି। ଯାହା ପୃଥିବୀ ଭେଟିବା ପରେ ସେଲିନି ନାମକ ଏକ ଝିଅକୁ ଜନ୍ମ ଦେଇଥିଲା। ଯାହା ପ୍ରକୃତରେ ଚନ୍ଦ୍ରର ଦେବୀ ବୋଲି କୁହାଯାଇଥାଏ।
ତେବେ ଚନ୍ଦ୍ରର ନିର୍ମାଣ ହେବା ପରେ ପୃଥିବୀ ସହ ତାହାର ଲୟବଦ୍ଧ ଭାବେ ଘୁର୍ଣ୍ଣନ ଏବଂ ଅଲାଇମେର୍ଟ ରେ ଏହାର ବଡ ହାତ।
ତେବେ ଏହି ଟକ୍କର ଯୋଗୁଁ ବହୁତ ଅଳିଆ ଜମା ହୋଇ ଯାଇଥିଲା। ପୃଥିବରୀ ଚର୍ତୁଭାଗରେ ଅଳିଆର ଆବର୍ଜନା ସୃଷ୍ଟି ହୋଇଥିଲା । ଯେପରି ଶନିଗ୍ରହଙ୍କ ଚାରି ପାଖରେ ଅଳିଆଗଦା ହୋଇଥାଏ। କିନ୍ତୁ ଧିରେ ଧିରେ ସବୁ ଅଳିଅଆ ଶେଷ ହୋଇଗଲା। କେବଳ ରହିଗଲା ଚନ୍ଦ୍ର। କିଛି ଅଳିଆ ଚାନ୍ଦ ସହ ଯକ୍କର ଖାଇ ନିର୍ମାଣ କରିବାରେ ଲାଗିବଡିଲେ। ଆଉ କିଛି ଅଂଶ ଅନ୍ତରିକ୍ଷରେ ହଜି ଗଲେ।
ବୈଜ୍ଞାନିକ ଏହି ଦ୍ୱିତୀୟ ଗ୍ରହର ଅଂଶକୁ ପାତାଳ କହିଥାନ୍ତି
ବୈଜ୍ଞାନିକ ମାନେ ପୂର୍ବରୁ ହିଁ ଏହି କଥାର ପ୍ରମାଣ କରିଦେଥିଲେଯେ, ପାତାଳ ଲୋକ ଅଛି। ଗାଟିଏ ଆପ୍ରୀକା ଆ ଅନ୍ୟଟି ପ୍ରଶାନ୍ତ ମହାସାଗରର ନିମ୍ନରେ ଅଛି। ମର୍ଡନ ସାଇନ୍ସ ଅନୁସାରେ ୧୯୭୦ ଦଶକ ରେ ହୋଇଥିବା ଭୂକମ୍ପରୁ ବୈଜ୍ଞାନିକ ଜାଣି ଥିଲେ ଯେ ପୃଥୀବିର ମୈଟଳ ର ନିମ୍ନଭାଗରେ ପାତାଳ ଲୋକ ଅଛି। ଦୁଇଟି ଏପରି ଯାଗା ଯାହା କୌଣସି ମହାଦ୍ୱୀପ ର ଆକାର ପରି।
ପୃଥୀବର ଦ୍ୱିତୀୟ ଲେୟର ରୁ ହଜାର କିଲୋମିଟର ତଳେ
ଏହା ଦୁଇ ବ୍ଲାବ ମୈଟଲ ର ନିମ୍ନରେ ୨୯୦୦ କିଲୋମିଟର ଗଭୀରତାରେ ଅବସ୍ଥିତି । ଏହି ଦୁଇଟ ବ୍ଲାବ ପୃଥିବୀ ନିର୍ମାଣ ସମୟରୁ ହିଁ ସୃଷ୍ଟି ହୋଇଥିଲା।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ବିଜେଡି ଗୁଣ୍ଡାବାହିନୀର ଗୁଣ୍ଡାରାଜ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାରେ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନରସିଂହ ଭତ୍ରାଙ୍କ ଗାଡି ପମ୍ପଚର୍ କରିବା ସହିତ ତାଙ୍କ ଆଇଡି କାର୍ଡଟିକୁ ମଧ୍ୟ ବିଜେଡି କର୍ମୀ ଛଡେଇ ନେଇଯାଇଛନ୍ତି । ମାଡ଼ ମାରିବା ସମୟରେ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଙ୍କୁ ଜୀବନରେ ମାରି ଦେବା ଲାଗି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ ଭତ୍ରା ।
ଅର୍ଗସ ବ୍ୟୁରୋ : କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଯାନବାହାନ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏକ କଳା ରଙ୍ଗର କାର OD 02 BM 1517 କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ପୁଳା ପୁଳା ଟଙ୍କା ମିଳିଥିଲା । ପୋଲିସ୍ କାର ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ବାହାରିଥିବା ଟଙ୍କା ଗଣତି କରୁଛି ।