ଅଧିକ ପଢନ୍ତୁ : ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ
ଅନେକ ପ୍ରତୀକ୍ଷା ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ଟି ବିଧାନସଭା ପଦ ଏବଂ ୧୫ଟି ଲୋକସଭା ପଦ ଘୋଷଣା କରିଛନ୍ତି । ସେଥିରେ ଅନେକ ନୂଆ ମୁହଁଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାଦ୍ବାରା ଅନେକ ପୁରୁଣା ନେତା ନିରାଶ ହୋଇ ନବୀନ ନିବାସରୁ ଫେରିଛନ୍ତି । ସେହିପରି ଅନେକ ଜଣଙ୍କୁ ୨ ଥର ଟିକେଟ ମିଳିଥିବାରୁ ଏହାକୁ ନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି ।