ଯାହାକି ପିଇବା ଅନୁପଯୋଗୀ । ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି । ଫଳରେ ଗାଁର ୧ କିମି ଦୂରରେ ଥିବା ଏକମାତ୍ର ନଳକୂପ ହିଁ ସେମାନଙ୍କ ଭରସା । ପ୍ରବଳ ଖରାରେ ପ୍ରତିଦିନ ପାଣି ବୁନ୍ଦାଏ ଲାଗି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଜନ ପ୍ରତିନିଧିଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଗୁହାରି କରିଥିଲେ ବି ସମାଧାନ ହେଉନି । ବାଧ୍ୟ ହୋଇ ଆଜି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଗାଁର ମହିଳା ଓ ପୁରୁଷ ।
ଅଧିକ ପଢନ୍ତୁ ଓଡ଼ିଶା ଖବର