ଅଧିକ ପଢନ୍ତୁ ଓଡ଼ିଶା ଖବର
ଟ୍ରଙ୍କଟି କାହାର, କେଉଁଠୁ କେଉଁଠୁ ଯାଉଥିଲା ତାର ତଦନ୍ତ ଚାଲିଛି । ଟ୍ରଙ୍କର ମାଲିକ କିଏ ଓ କଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲେ ତାର ଖିଅ ଖୋଜୁଛି କଷ୍ଟମ ବିଭାଗ । ଗତକାଲି ମଧ୍ୟ ବ୍ୟାଙ୍କକରୁ ସୁନା ଆସୁଥିବା ନେଇ ମିଳିଥିବା ସୂଚନା ମିଳିବା ପରେ ଦୁଇଟି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା ।