ସ୍କ୍ରବ ଟାଇଫସ୍ ଓ ଲେପଟୋସ୍ପାଇରାସିସ ପରୀକ୍ଷା ନେଗେଟିଭ ଆସିଥିବା ସୂଚନା ମିଳିଛି । ଏବେ ସ୍ଥିତି ସ୍ୱାଭାବିକ ଅଛି । ରୁବେଲା ଭାଇରସ କି ନୁହଁ ରିପୋର୍ଟ ଆସିଲା ପରେ ଜଣା ପଡିବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
ପରୀକ୍ଷାକୁ ଯାଇଥିବା 5ଟି ନମୁନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ 2 ଟି ରୁବେଲା ପଜିଟିଭ ଥିବା ସୂଚନା ମିଳିଛି । ଅନ୍ୟଗୁଡିକ ମିଳିମିଳା ରୋଗୀ ଚିହ୍ନଟ ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...