ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି ହେଲେ ଫଳ ଶୂନ। ନିର୍ବାଚନ ପୂର୍ବରୁ ଭରା ପ୍ରତିଶ୍ରୁତି ଦେଇଯାଉଛନ୍ତି, ମାତ୍ର ମତଦାନ ପରେ ଗାଁରେ ନେତାଙ୍କର ପାଦ ପଡ଼ୁନି। ତେବେ ଯଥା ଶୀଘ୍ର ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବିଜ୍ଞାପନରେ ହିଁ ସୀମିତ। ମାତ୍ର ଦୁର୍ଗମରେ ଏବେବି ଅପହଞ୍ଚ ସୁବିଧା ସୁଯୋଗ।
ଅଧିକ ପଢ଼ନ୍ତୁ ଓଡିଶା ଖବର: