ଆପଣ ଜାଣିଛନ୍ତିକି ଆମ୍ଵ ଖାଇଵା ଦ୍ଵାରା....
by Argus News
Mon, Apr 15 | 11:06 a.m.

ଅର୍ଗସ ବ୍ୟୁରୋ: ଖରା ଦିନ ଆସିଲେ ଆମ୍ଵ ପ୍ରଚୁର ମାତ୍ରାରେ ମିଳିଥାଏ । ଆଉ ଆମ୍ଵ ସମସ୍ତଙ୍କୁ ଭଲ ଲାଗିଥାଏ । ଆପଣ ଜାଣିଛନ୍ତିକି ଆମ୍ଵ ଖାଇଵା ଦ୍ଵାରା ଅନେକ ଫାଇଦା ମିଳିଥାଏ । ତେଵେ ଆସନ୍ତୁ ଜାଣିଵା ଆମ୍ଵ ଖାଇଲେ କଣ ଫାଇଦା ମିଳେ ।

ସାରା ଦୁନିଆରେ ପ୍ରାୟ ୧୫୦୦ ପ୍ରକାରରୁ ଅଧିକ ଆମ୍ଵ ଦେଖିଵାକୁ ମିଳେ ।ସ୍ଵାଦରେ ଯେମିତି ମିଠା ଦେଖପଵାରେ ମଧ୍ୟ ସେତିକି ମଧୁର ଏହି ଫଳଟି ଅନେକ ଲାଭଦାୟକ ଅଟେ । 

ଆମ୍ଵର ଫାଇଦା :-
ଆମ୍ଵରେ ଫାଇଵର ଗୁଣ ଅତ୍ୟଧିକ ଥିଵାରୁ ଏହା ହଜମ ପ୍ରକିୟାକୁ ଵଢାଇଥାଏ ତାହା ସହ କାଷ୍ଠାରୁ ଦୂରରେ ରଖେ ଵିଟାକେରୋଟିନ ଥିଵାରୁ ଆଖିର ଦୃଷ୍ଟି ଶକ୍ତିକୁ ଵଢାଇଥା

ଏଥିରେ ଭିଟାମିନ ସି ଭରପୂର ଥିଵାରୁ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ 

ଶରୀରକୁ ସୁସ୍ଥ ରଖେ ତାସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ 

ହାର୍ଟ ରୋଗ ହୋଉକି କ୍ୟାନସର ଭଳି ଅନେକ ଵଡ ଵଡ ରୋଗକୁ ନିୟନ୍ତ୍ରଣ କରିଵାରେ ସାହାର୍ଯ୍ୟ କରେ । 
 

ଏମ୍ସରୁ ସୁସ୍ଥ ହୋଇ
4m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
17m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
31m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ