ଏ ସବୁ ଖାଇଲେ ମୁହଁ ଚମକ
by Argus News
Sun, May 05 | 1:03 p.m.

ଅର୍ଗସ ବ୍ୟୁରୋ: ଫଳ ଖାଇବା ଦ୍ଵାରା ଶରୀରକୁ ଅନେକ ପ୍ରକାରର ପୋଷକତତ୍ତ୍ଵ ମିଳିଥାଏ । ଫଳରେ ଭିଟାମିନର ମାତ୍ରା ଅଧିକ ଥିବା ଫଳରେ ଶରୀର ପାଇଁ ଏହା ବହୁତ ଲାଭବାନ ହୋଇଥାଏ । ପ୍ରତି ଦିନ ଫଳ ଖାଇବା ଦ୍ଵାରା ଶରୀରରେ ବାର୍ଦ୍ଧକ୍ୟପଣ ଦୂର ହୋଇଥାଏ । ବିଭିନ୍ନ ପ୍ରକାରର ଫଳରେ ଅଧିକ ପରିମାଣର ଭିଟାମିନ ମିନେରାଲ୍ସ ଆଦି ଭରପୂର ମାତ୍ରାରେ ରହିଥାଏ ।
 ଫଳ ଖାଇବା ଦ୍ଵାରା ଶରୀରକୁ କୋଲୋଜନ ପ୍ରୋଟିନ ମିଳିଥାଏ । ଯାହା ଫଳରେ ଶରୀରରେ କୁଂଚପଣ, ବାର୍ଦ୍ଧକ୍ୟପଣ ଆଦି ସହଜରେ ଦୂର ହୋଇଯିବ । ବୟସ ବଢିବା ସହ ଶରୀରରେ ପୋଷକତତ୍ତ୍ଵର କମି ଦେଖିବାକୁ ମିଳିଥାଏ । କୋଲୋଜନ, ପ୍ରୋଟିନ ଆଦିର ଅଭାବ ପରିଲକ୍ଷିତ ହୋଇଥାଏ । ମୁହଁରେ ଏହି କୁଞ୍ଚପଣ ଥିବା ହେତୁ ଶରୀରରେ ବାର୍ଦ୍ଧକ୍ୟପଣ ସହଜରେ ଜାଣି ହୋଇଯାଏ । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 
୩୦ବର୍ଷ ବୟସ ପରେ ଶରୀରରେ କୋଲୋଜନ, ପ୍ରୋଟିନ, ପୋଷକତତ୍ତ୍ଵର ଅଭାବ ମିଳେ । ଏହି ଅଭାବକୁ ଦୂର କରିବାକୁ ହେଲେ ଆପଣ ମାନେ ଫଳର ସେବନ କରିବା ନିହାତି ଆଵଶ୍ୟକ । ସମସ୍ତ ଫଳ ମଧ୍ୟରୁ କମଳା ଓ ଲେମ୍ପୁରେ ଅଧିକ ପରିମାଣର ଭିଟାମିନ ରହିଥାଏ । ଏହି ଫଳ ଖାଇବା ଦ୍ଵାରା ଶରୀରରେ କୋଲୋଜନ, ପ୍ରୋଟିନ, ପୋଷକତତ୍ତ୍ଵର ପରିମାଣ ବୃଦ୍ଧି ପାଇଥାଏ । ଯାହା ବାର୍ଦ୍ଧକ୍ୟପଣ ଦୂର କରିଥାଏ । ଅନାନାସ ବା ସପୁରୀ ଓ ବିଲାତିର  ସେବନ କରିବା ଦ୍ଵାରା କୋଲୋଜନ, ପୋଷକତତ୍ତ୍ଵ ପ୍ରଚୁର ପରିମାଣର ମିଳିଥାଏ । 

PM MODI
15m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
55m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ