ଅକ୍ଷୟ ତୃତୀୟାରେ ହେଵାକୁ ଯାଉଛି ...
by Argus News
Sun, Apr 28 | 3:25 p.m.

ଅର୍ଗସ ବ୍ୟୁରୋ : ଆଗକୁ ଆସୁଛି ଅକ୍ଷୟ ତୃତୀୟା ଯାହା ସମସ୍ତ ଓଡିଆଙ୍କ ପାଇଁ ଏକଭଲ ଦିନ ହୋଇଥାଏ । କୁହାଯାଏକି ସେହି ଦିନ ଆପଢ଼ଣଙ୍କ ପାଉଁ ଏକ ବହୁତ ଵଡ ଭଲ ଦିନ ହୋଇଥାଏ । କିନ୍ତୁ ଏହି ଅକ୍ଷୟ ତୃତୀୟାରେ ହେଵାକୁ .ଯାଉଛୁ ଏକ ଶୁଭ ଯୋଗ ଏହି ମୁହୁର୍ତ୍ତରେ କରନ୍ତୁ ପୂଜା ତାହା ସହ ଘରକୁ ମଧ୍ୟ କିଛି ନୂଆ ଜିନିଷ ଆଣନ୍ତୁ । 

ଏହି ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରଵାରରେ ପୂଜା କରାଯିଵ । ଏହି ଵର୍ଷ ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟ ଓ ଚନ୍ଦ୍ର ନିଜ ନିଜର ରାଶି ଉପରେ ଭଲ ପ୍ରଭାଵ ପକାଇଵ ।ହିନ୍ଦୁ ଧର୍ମ ଅନୁସାରେ ବୌଶାଖ ଶୁକ୍ଲ ପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାଵରେ ପାଳନ କତାଯାଇଥାଏ ।

କୁହାଯାଉଛିକି ଏହି ଅକ୍ଷୟ ତୃତୀୟା ଦିନ ଏହିଥର ଏକ ଦୃଳଭ ସମାଗମ ହେଵାକୁ ଯାଉଛି । ଯାହାଦ୍ଵାରା ଏହି ପଵିତ୍ର ଦିନର ମହତ୍ତ୍ଵ ଆହୁତି ଵଢିଯିଵ ।

ଏହି ଵର୍ଷ ଅକ୍ଷୟ ତୃତୀୟାରେ ଧନ ଯୋଗ ,ଗଜକେଶରୀ ଯୋଗ, ଶୁକ୍ର ଦ୍ଵିତ୍ୟ ଯୋଗ,ରଵି ଯୋଗ ,ଶାଶା ଯୋଗ  ଆଉ ସୁକମା  ଯୋଗ ହେଵାକୁ ଯାଉଛି । ଯାହାକି ବହୁତ ଶୁଭ ସଂଯୋଗ ଵୋଲି କୁହାଯାଏ । 
ଅକ୍ଷୟ ତୃତୀୟା ଦିନ ଶନି ଶାଶା ରାଜଯୋଗ ତିଆରି କରାଇଵ। ମଙ୍ଗଳ ଆଉ ବୁଧର ସଂଯୋଗରେ ଧନ ଯୋଗ ତିଆରି ହୋଇଥାଏ । ଏହା ଛଡା ବୃହସ୍ପତି ଆଉ ଚନ୍ଦ୍ରର ମିଳନରେ ବୃଷଵ ରାଶିର ମଧ୍ୟ ଭଲ ହୋଇଥାଏ । ଯାହା ଦ୍ଵାରା ଗଜକେଶରୀ ଯୋଗ ହୋଇଥାଏ । 
 

CAR
7m ago
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍
NOSE
32m ago
ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା
ନିହଲପ୍ରସାଦ ନିକଟରେ
38m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ