ଖାଲିପେଟରେ କଫି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ
by Argus News
Mon, Mar 04 | 5:29 p.m.

ଅର୍ଗସ ବ୍ୟୁରୋ: କଫି କାହାକୁ ଵା ଭଲ ନଲାଗେ ।  ଛୋଟ ପିଲା ଠାରୁ ଆରମ୍ଭ କରି ଵୁଢା ଵୁଢୀ ପର୍ଯ୍ୟନ୍ତ ସମସ୍ତଙ୍କୁ କଫି ପସନ୍ଦ । କିନ୍ତୁ କଫିକୁ ସଵୁଵେଳେ ପିଇଵା ଏଵଂ ଅତ୍ୟଧିକ ପିଇଵା ଦେହ ପ୍ରତି କ୍ଷତି କାରକ ହୋଇଥାଏ । ସକାଳେ ଖାଲି ପେଟରେ କଫି ପିଇଵାର ଅଭ୍ୟାସ ଅନେକ ଲୋକଙ୍କର ଥାଏ । ହେଲେ ଏହି ଅଭ୍ୟାସଟି ବହୁତ୍ ରୋଗର କାରଣ ହେଇପାରେ ।
 କଫି ଵିନା ଅନେକ ଲୋକଙ୍କର ସକାଳ ସମ୍ପୂର୍ଣ୍ଣ ହୋଇନଥାଏ । ଏହା ପିଇଵା ଦ୍ଵାରା ସତେଜ ଲାଗେ ଓ କାମ କରିଵାର ଇଛା ଵଢିଥାଏ ।  ତଥାପି ଏହାର ଭଲ ଗୁଣ ଥିଵା ସ୍ଵତ୍ତ୍ୱେ ଏହାକୁ ଖାଲି ପେଟରେ ପିଇଲେ ଏସିଡିଟି ଓ କଲେଷ୍ଟ୍ରୋଲକୁ ଵଢାଇଥାଏ । ଖାଲିପେଟରେ ପିଇଲେ ଅସୁଵିଧା ହୋଇପାରେ ।

୧: ନରଭସ୍ ଓ ଚିନ୍ତା

କଫିରେ କଫିନ୍ ଥିଵାରୁ ଏହାକୁ ପିଇଲେ ସତେଜ କରିଥାଏ । ହେଲେ ଖାଲି ପେଟରେ ଏହାକୁ ପିଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଯେମିତି ଅତ୍ୟଧିକ ଚିନ୍ତା ଲାଗିବା । ନରଭସ୍ ଲାଗିବା ଇତ୍ୟାଦି । କ୍ୟାଫେନ୍ ଶରୀରରେ କଲେଷ୍ଟ୍ରୋଲକୁ ଵଢାଇଥାଏ । ଏହା ଅଧିକ ହେଲେ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ ।

୨: ଏସିଡିଟି ହେବାର ଆଶଙ୍କା 

କଫିରେ ଏସିଡ୍ ଥାଏ ଏବଂ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଏସିଡିଟି ହୋଇଥାଏ । ଯାହା ଆମ ଦେହ ଖରାପର କାରଣ ହୋଇଥାଏ । କଫିରେ ଟେନିନ୍  ଥାଏ ଯାହାକି ଆଇରନ୍ ଏବଂ କ୍ୟାଲସିୟମ୍ ସମେତ କେତେକ ପୋଷକ ତତ୍ତ୍ୱ ଵଢିଵାର ବାଧା ସୃଷ୍ଟ କରିଥାଏ ।

HELICOPTER CARRYING
46m ago
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍