ଡାଲଚିନିରୁ ମିଳିଥାଏ ଅନେକ ଉପକାର, ଜାଣିଲେ ହେବେ ଆଶ୍ଚର୍ଯ୍ୟ 
by Argus News
Mon, Apr 22 | 5:10 p.m.

ନୂଆଦିଲ୍ଲୀ:  ଆପଣ ଜାଣିଛନ୍ତି କି.. କିଚେନ୍‌ ରେ ଯେଉଁ ମସଲା ବ୍ୟବହାର କରୁଛନ୍ତି ସେଥିରୁ କିଛି ମସଲା ଅନେକ ରୋଗର ରାମବାଣ ସଦୃଶ୍ୟ ବୋଲି..! ରୋଷଇ ଘରେ ବ୍ୟବହାର ହେଉଥିବା ମସଲା  ଔଷଧିୟ ଗୁଣରେ ଭରପୁର।  ଏହି ମସଲା ମାନଙ୍କ ମଧ୍ୟରେ   ଡାଲଚିନି ଅନ୍ୟତମ।

 ଅନେକ ରୋଗରୁ  ଉପସମ ମିଳିବା ପାଇଁ ଏହା ବ୍ୟବହାର କରାଯାଇଥାଏ।  ନମ୍ବର ୧, ଏହାର ବ୍ୟବହାର କରିବା ଦ୍ୱାରା ଶରୀର ଦରଜ ରୁ ଆରାମ ମିଳିଥା। ନମ୍ବର ୨  ଆଣ୍ଠୁଗଣ୍ଠି ସମସ୍ୟାରୁ  ମଧ୍ୟ ଆରାମ ଦେଇଥାଏ ଡାଲଚିନି।  ନମ୍ବର ୩ ବ୍ଲଡ ସର୍କୁଲେଶନ ଏବଂ ବ୍ଲଡ ଫ୍ଲୋରରେ ସୁଧାର ଆଣିଥାଏ।  ଏଥିସହିତ ମେଟାବାଲିଜମକୁ ମଧ୍ୟ ବୁଷ୍ଟ କରିଥାଏ। ଖାଲିସେତିକି ନୁହେଁ  ଡାଲଚିନି ସେବନ ଦ୍ୱାରା ହଜମ ଶକ୍ତି ମଧ୍ୟ ବଢିଥାଏ। ତେଣୁ ନିଜ ରୋଷଇ ଘରେ ଥିବା ମସଲାକୁ ସଦଉପଯୋଗ କରନ୍ତୁ।  
ଅଧିକ ପଢନ୍ତୁ ଭାରତ ଖବର 

ଏମ୍ସରୁ ସୁସ୍ଥ ହୋଇ
10m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
22m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
37m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ