ୟୁନିସେଫରେ ଭାରତର ନ୍ୟାସନାଲ ଆମ୍ବାସଡର ହେଲେ କରୀନା
by Argus News
Sun, May 05 | 8:40 a.m.

ଅର୍ଗସ ବ୍ୟୁରୋ: ୟୁନିସେଫରେ ଭାରତର ନ୍ୟାସନାଲ ଆମ୍ବାସଡର ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ। କରୀନା ସେଲିବ୍ରିଟି ପ୍ରଚାରକ ଭାବେ 2014 ମସିହାରୁ ଏହି ସଂସ୍ଥା ସହ ଜଡ଼ିତ ରହିଛନ୍ତି। ତେବେ ପଦବୀରେ ନିଯୁକ୍ତ ହେବା ପରେ କରୀନା ଖୁସି ବ୍ୟକ୍ତ କରିବା ସହ ଭାବପ୍ରବଣ ମଧ୍ୟ ହୋଇଛନ୍ତି। 

ସେ କହିଛନ୍ତି ମୁଁ ଆମ୍ବାସଡର ଭାବେ ନିଯୁକ୍ତ ହୋଇ ନିଜକୁ ଗୌରବାନ୍ବିତ ମନେ କରୁଛି। ସବୁବେଳେ ଶିଶୁ ଅଧିକାର,ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତ ପାଇଁ ସ୍ବର ଉତ୍ତଳନ କରିବି ବୋଲି କହିଛନ୍ତି କରୀନା। 
 

BJP
17m ago
ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର
ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତ
MODI
18m ago
ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ
ଅର୍ଗସ ବ୍ୟୁରୋ : ପୁରୀରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଆସିଥିଲେ । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶ
PANDIAN
24m ago
୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ, ପାଣ୍ତିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ
ଅର୍ଗସ ବ୍ୟୁରୋ: ଭିକେ ପାଣ୍ତିଆନକୁ ସମ୍ବଲପୁରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଊଥିବାରୁ ଭିକେ ପାଣ୍ତିଆନ ରୋଡ ସୋର