ଥରେ ଖାଇଲେ ପାଟିରୁ ଛାଡିବନି ଖଟା ମିଠା ସପୁରୀ ଚଟଣୀ
by Argus News
Tue, Mar 05 | 4:59 p.m.

ଅର୍ଗସ ବ୍ୟୁରୋ: ଆପଣ ଅନେକ ପ୍ରକାରର ଚଟଣୀ ଖାଇଥିବେ ଯେମତି ଧନିଆ ଚଟଣୀ , ପୁଦିନା ଚଟଣୀ, ନ଼ଡିଆ ଚଟଣୀ ଏମିତି ଵହୁତ କିଛି । କିନ୍ତୁ ଆପଣ କେଵେ ସପୁରୀ ଚଟଣୀ ଖାଇଛନ୍ତି କି । ଯଦି ଖାଇନାହାନ୍ତି  ତ ଆସନ୍ତୁ ଜାଣିଵା କିପରି ତିଆରି କରିଵେ ସପୁରୀ ଚଟଣୀ। 

ଏହି  ଚଟଣୀର ସ୍ଵାଦ ଟିକେ ଖଟା, ମିଠା । ଯାହାକୁ ପରଟା ହେଉ କି ପୁରୀ ସଵୁଥିରେ ଖାଇଵାରିଵେ । ଏହାକୁ ଆପଣ ଅନେକ ଉପାୟରେ ତିଆରି କରି ପାରିଵେ । 

ସପୁରୀ ଚଟଣୀ କିପରି ତିଆରି କରିଵେ :-

ପ୍ରଥମେ ସପୁରୀକୁ ଏକ କଡେଇରେ ପକାଇ କମ୍ ନିଆଁରେ ଭଲ ଭାଵରେ ଦୁଇ ପାଖ ଓଲଟାଇ  ଭାଜି ଦିଅନ୍ତୁ । ଭଲଭାଵରେ ଭାଜି ହେଲାପରେ ଏହାକୁ ଗ୍ୟାସ୍ ରୁ ଵାହାର କରି ଥଣ୍ଡା କରନ୍ତୁ । ଏହା ପରେ ଟିକେ ଥଣ୍ଡା ହୋଇଗଲେ ଏହାକୁ ଭଲଭାଵରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଆଉ ଏକ ପ୍ୟାନ ନେଇ ସେଥିରେ କିଛି ସୋରିଷ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ସାଥିରେ ଗୋଟା ସୋରିଷ, ଜିରା,ଗୋଲମରିଚ,ମେଥି ପତ୍ର, ଧନିଆ ପତ୍ର ,ଲଙ୍କା ଗୁଣ୍ଡ ,ପକାନ୍ତୁ । ପରେ ଗ୍ରାଇଣ୍ଡ୍ ହୋଇଥିଵା ସପୁରୀ ମିଶାଇ ଚାଟ୍ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ଏହାକୁ ଭଲଭାଵରେ ଗୋଳାଇ ପରସିଦିଅନ୍ତୁ ସପୁରୀ ଚଟଣୀ । 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍