୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ
by Argus News
Wed, May 08 | 2:34 p.m.

 କଳାହାଣ୍ଡି : ଭବାନୀପାଟଣାର ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।   ପ୍ରଭୁ ଜଗନ୍ନାଥ ଏବଂ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କଲେ ରାଜନାଥ।  ପ୍ରଥମ ଥର କାଳାହାଣ୍ଡି ଆସିଛନ୍ତି ବୋଲି କହିଲେ ରାଜନାଥ।  ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡିର ଚିତ୍ର ବଦଳିବ।  ଭାରତକୁ  ବିକଶିତ ଭାରତ କାରିବାର ଲକ୍ଷ।  କଂଗ୍ରେସ ଏତେ ବର୍ଷ ଶାସନ ପରେ  ବି ଗରିବୀ  ହଟାଇପାରିଲା ନାହିଁ ।  

ଅଭାବର ଭୂଖଣ୍ଡ ଭାବେ ପରିଚିତ ଥିଲା କଳାହାଣ୍ଡି।  ୧୦ ରୁ ୧୫ ବର୍ଷ ଭିତରେ ଭାରତରେ ଗରିବୀ ରହିବେନି।  ମାଳବିକା ଏଠାରେ ଜିତିଲେ ଗରିବୀ ରହିବନି।  ଗରିବୀ ପାଇଁ ପର୍ଯ୍ୟଟକ କଳାହାଣ୍ଡି ଆସନ୍ତି। ଏବଂ ଏଠାରୁ ଗଲାପରେ  ସମ୍ବାଦପତ୍ରରେ ଲେଖା ଲେଖନ୍ତି । ୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ।  ବିଜେପି ଯାହା କୁହେ ତାହା କରିଦେଖାଏ। ବିଜେପି ଯାହା କୁହେ ତାହା କରିଦେଖାଏ। ୩୭୦ ହଟାଇବାକୁ କହିଥିଲୁ ହଟାଇଲୁ। ବିଜେପି ଆସିବା ପରେ ଆତଙ୍କବାଦ ଶେଷ ହୋଇଛି। ୮୦ କୋଟି ଲୋକଙ୍କୁ  ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

PM
3m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
28m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ