ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର
by Argus News
Tue, Mar 19 | 12:59 p.m.

ଅର୍ଗସ ବ୍ୟୁରୋ:ସୁସ୍ଥ ରହିଵା ପାଇଁ ସକାଳର ଜଳଖିଆ ଦେହ ପାଇଁ ନିହାତି ଆଵଶ୍ୟକ। ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର ।ଏହା ହଜମ ଶକ୍ତିକୁ ଵଢାଏ ଏବଂ ମସ୍ତିଷ୍କକୁ ବୁଷ୍ଟର୍ ପରି କାମ କରେ । ସକାଳ ଜଳିଖିଆ ଭଲରେ ଖାଇଲେ ଶରୀର ଶକ୍ତି ପାଇଥାଏ ଏବଂ ମୋଟାପଣ କିମ୍ବା ଥାଇରଏଡ୍ ପରି ଅନେକ ରୋଗରୁ ରକ୍ଷା କରିଥାଏ । କିନ୍ତୁ ସମୟର ଖାଦ୍ୟର ଅଭାବ ହେତୁ ଆମକୁ ଜଳଖିଆ ଖାଇବାକୁ ସମୟ ହୁଏନାହିଁ। ଯାହା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।ତେଣୁ, ଏହି ସବୁ ଜିନିଷକୁ ଏଡାଇବା ପାଇଁ ଆପଣ ଏହି ସହଜ ଜଳଖିଆ ପ୍ରସ୍ତୁତ କରି ଖାଇପାରିବେ। ସବୁ ବୟସର ଲୋକଙ୍କ ପାଇଁ ଏହା ଏକ ସୁସ୍ଥ ଜଳଖିଆ । ଆସନ୍ତୁ ଜାଣିଵା ଏହାକୁ କିପରି ପ୍ରସ୍ତୁତ କରିବେ ଓଟସ୍‌ ଉପମା।

ଏକ ପ୍ୟାନରେ କିଛି ତେଲ ପକାଇ ସେଥିରେ  ସୋରିଷ ,ଜିରା, ଲଙ୍କା,ଭୃଷଙ୍ଗ ପତ୍ର ,ପିଆଜ ପକେଇ ଗୋଳାନ୍ତୁ ।ସେଥିରେ ଗାଜର,କ୍ୟାପସିକମ୍ ,ମଟର ,ପକାଇ ଭଲଭାଵରେ ଭାଜନ୍ତୁ । ପରିଵା ଭଲଭାଵରେ ଭାଜି ହୋଇଗଲା ପରେ ସେଥିରେ ଓଡସ୍ ମିଶାଇ ଭଲଭାଵରେ ହେଵା ପାଇଁ ଛାଡନ୍ତୁ  । ହୋଇଗଲା ପରେ ସେଥିରେ ଧନିଆ ପତ୍ର ମିଶାଇ ପରଷି ଦିଅନ୍ତୁ ଗରମ ଗରମ ଓଟସ୍ ଉପମା।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍