ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା 
by Argus News
Mon, Jan 22 | 10:57 a.m.

ନୂଆଦିଲ୍ଲୀ: ୫୦୦ ବର୍ଷର ଅପେକ୍ଷା ଶେଷ। ଅଯୋଧ୍ୟାରେ  ପ୍ରିତିଷ୍ଠା ହେବେ ରାମଲଲା। ଦେଶ ବିଦେଶରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଆଗମନ ହେଉଛି।  ଏହାରି ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ମୋଦିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅଧିକ ପଢନ୍ତୁ : ୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା

 ଶେଷରେ ସେହି ମୁହୂର୍ତ୍ତ ଉପସ୍ଥିତ ଯାହାର ଅପେକ୍ଷା କେଉଁ  ସମୟରୁ ଥିଲା। ପିଏମ ମୋଦି  ମୁଖ୍ୟ ଯଜମାନର ଦାୟିତ୍ୱ ନେବେ।  ୧୧ ଦିନ ହେବ ପିଏମ ମୋଦି ରାମଙ୍କ ପାଇଁ ଉପବାସରେ ରହିଛନ୍ତି।   ସିଏମ ଯୋଗୀ ମଧ୍ୟ  ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି।  ନିର୍ଦ୍ଧାରିତ ସମୟରେ ହେବ ପ୍ରାଣ ପ୍ରତିଷ୍ଠା।  ୧୨ଟା  3୦ ମିନିଟ୍‌  ୩୨ ସେକେଣ୍ଡରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା।   ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ସଂକଳ୍ପ ପୁରା ହେବ। 
ଅଧିକ  ପଢନ୍ତୁ : ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ

PM MODI
15m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
55m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ