ମାଗଣାରେ ପପକର୍ଣ୍ଣ,କୋଲ ଡ୍ରିଙ୍କ୍ସ ବାଣ୍ଟିଲେ ହଲ୍ ମ୍ୟାନେଜର
by Argus News
Mon, Jan 22 | 5:28 p.m.

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ପୁରା ଦେଶରେ ଉତ୍ସାହର ମାହୋଲ । ମୁରାଦାବାଦର PVR ସିନେମା ହଲ୍ ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା । ବହୁ ସଂଖ୍ୟାରେ ଲୋକ ସାକଳୁ ହଲ୍ କୁ ଯାଇଥିବା ଦେଖିବାକୁ ମିଳିଥିଲା । ଏମିତି ହଲ୍ ହାଉସ ଫୁଲ୍ ଥିଲା । ଏହାସହ ପୁରା ସହରରେ ଘରେ ଘରେ ମନ୍ଦିରରେ ଦୀପାବଳି ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଥିଲା । 

ଏହି ଖାସ୍ ମୁହୂର୍ତ୍ତରେ PVR ଦ୍ୱାରା ଦର୍ଶକଙ୍କୁ ଫ୍ରୀ ପପକର୍ଣ୍ଣ, କୋଲ ଡ୍ରିଙ୍କ୍ସ୍ ର ସୁବିଧା ଉପଲବ୍ଧ କରାଯାଇଥିଲା । ଶୁଭ ମୂହୂର୍ତ୍ତ ଆରମ୍ଭ ହେବା ମାତ୍ରେ ଲୋକମାନେ ଜୟ ଶ୍ରାରାମ ନାରା ଲଗାଇଥିଲେ ।  ଭଗବାନ ରାମଙ୍କ ଦର୍ଶନ ହେବା ମାତ୍ରେ ହିଁ ଲୋକ ତାଳି ମାରିବାକୁ ଲାଗିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆଜି ସମସ୍ତଙ୍କର ସ୍ୱପ୍ନ ସାକାର ହୋଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗୌରବଶାଳୀ ମନେ କରୁଛନ୍ତି । 
 

MODI
14m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
27m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ
PRIME MINISTER
36m ago
ଜୟନ୍ତଙ୍କୁ ପାଖକୁ ଡାକି କଣ କହିଲେ ପ୍ରଧାନମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି