ଅପେକ୍ଷାର ହେଲା ଅନ୍ତ, ବିରାଜିଲେ ପ୍ରଭୁ ରାମ  
by Argus News
Mon, Jan 22 | 12:41 p.m.

ନୂଆଦିଲ୍ଲୀ: ଗଗନ ପବନ ପ୍ରକମ୍ପିତ । ଚାରିଆଡେ ଜୟ ଶ୍ରୀରୀରାମ ଧ୍ୱନି।   ପ୍ରଭୁ ଆସିଲେ ଅଯୋଧ୍ୟା।   ବିରାଜମାନ କରିଲେ  ଭବ୍ୟ ରାମ ମନ୍ଦିରରେ।   ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ।  ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା।   ରାମଙ୍କ ମୂର୍ତ୍ତି ମନକୁ କରୁଛି ପ୍ରଫୁଲିତ ।  ହସ ହସ ମୁହଁରେ ପ୍ରଭୁ ବିରାଜିଲେ । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି  ମନ ମୁଗ୍ଧ କରୁଛି।   ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ  ନିର୍ବାହ  କଲେ ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ପଢନ୍ତୁ : ଚାଲିଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ, ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ

  ପାଖରେ ଉପସ୍ଥିତ ଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ।  ଉପସ୍ଥିତ ଥିଲେ ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ। ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।  ୮୪ ସେକେଣ୍ଡ ରହିଥିଲା ଅଭିଜିତ୍‌ ମୁହୂର୍ତ୍ତ।   ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ରାମଲଲାଙ୍କ ଭବ୍ୟ ନିବାସ।  
ଅଧିକ ପଢନ୍ତୁ  : ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା

MODI
14m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
27m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ
PRIME MINISTER
36m ago
ଜୟନ୍ତଙ୍କୁ ପାଖକୁ ଡାକି କଣ କହିଲେ ପ୍ରଧାନମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି