ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇଲା ଆରସିବି
by Argus News
Sun, May 05 | 8:55 a.m.

ଅର୍ଗସ ବ୍ୟୁରୋ: ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଶନିବାର ଗୁଜରାଟ ମାତ୍ର ୧୪୮ ରନ୍‌ର ଲକ୍ଷ୍ୟ ଦେଇଥିଲା। ଯାହାକୁ ପିଛା କରି ଅଧିନାୟକ ଫାଫ୍ ଡୁ’ପ୍ଲେସିସଙ୍କ 64 ରନ୍ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ୪୨ ରନ୍ ଆରସିବିକୁ ଭଲ ଷ୍ଟାର୍ଟ୍ ଦେଇଥିଲା । 
ଶେଷ ଆଡକୁ ଶେଷରେ କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଓ ସ୍ବପ୍ନିଳ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ୩୮ ବଲ୍‌ ପୂର୍ବରୁ ମ୍ୟାଚ ହାତେଇନେଇଥିଲା ଦଳ।

ଏକାଦଶ ମ୍ୟାଚ୍‌ରୁ ଏହା ଆର୍‌ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍‌ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍