ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବେ ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ
by Argus News
Wed, May 08 | 7:40 p.m.

ଅର୍ଗସ ବ୍ୟୁରୋ : ସାଲେପୁରରେ ବିଜେଡି ପାଇଁ ବଢ଼ିଲା ଅଡ଼ୁଆ । କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରୁ ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ । ବିଶେଶ୍ବର ସାଲେପୁର ଆସନରୁ ଟିକେଟ୍ ପାଇଁ ଅଶାୟୀ ଥିଲେ । ହେଲେ ପ୍ରଶାନ୍ତ ବେହେରାଙ୍କୁ ପୁଣି ଥରେ ଟିକେଟ୍ ଦେଇଥିଲା ବିଜେଡି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ନେଇ ପ୍ରଶାନ୍ତଙ୍କ ଉପରେ ଖୁବ ବର୍ଷିବା ସହ ପ୍ରଶାନ୍ତଙ୍କୁ ନୁହେଁ ବରଂ ତାଙ୍କୁ ସାଲେପୁରର ସାଧରାଣ ଲୋକେ ଚାହୁଁଛନ୍ତି ଏବଂ ସେଥିପାଇଁ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଦଳ ତାଙ୍କ ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ ନେଲେ ପଛେ ନେଉ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି ବିଶେଶ୍ବର ସ୍ବାଇଁ l

MODI
11m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
52m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ