ଅଲଗା ହେଲେ ପପୁଲାର ଯୋଡି, ଇନଷ୍ଟାଗ୍ରାମରୁ ଡିଲିଟ କଲେ ପୋଷ୍ଟ
by Argus News
Sat, Apr 27 | 3:15 p.m.

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତ୍ରୀ ଶ୍ରୁତି ହାସନ। କୌଣସି ଫିଲ୍ମକୁ ନେଇ ନୁହେଁ, ତାଙ୍କ ରିୟଲ ଲାଇଫକୁ ନେଇ ଶ୍ରୁତି ଏବେ ଖୁବ ଚର୍ଚ୍ଚାରେ। କୁହାଯାଉଛି କି ତାଙ୍କର ବ୍ରେକ ଅପ୍‌ ହୋଇଛି। ମାନେ ଶ୍ରୁତି ଏବଂ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ଏବେ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକା। ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା ।ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

LOK SABHA POLLS
11m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍
ଆଜି ଓଡ଼ିଶାରେ ଦ୍ବିତୀୟ
16m ago
ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟି
HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ