ଏପ୍ରିଲ ୨୪ : ଏହି ସଵୁ ରାଶିର ଲୋକମାନଙ୍କର ଭାଗ୍ୟ ଚମକିଵ
by Argus News
Sun, Apr 14 | 5:00 p.m.

ଅର୍ଗସ ବ୍ୟୁରୋ: ଏହି ଏପ୍ରିଲ ୨୪ ପରେ ହେଵାକୁ ଯାଉଛି ଶୁକ୍ର ଗୋଚର ।ଏହି ସଵୁ ରାଶିରେ ଲୋକମାନଙ୍କର ଭାଗ୍ୟ ଚମକିଵା ସହ ଵହୁତ ଉନ୍ନତି କରିଵେ ।ଏପ୍ରିଲ ୨୪ ପରେ ମେଷ ରାଶିରେ ଶୁକ୍ର ଚାଲିଵ । କୁହାଯାଏ କି ଶୁକ୍ର ହୋଉଛି ଏମିତି ଏକ ଗ୍ରହ ଯିଏକି  ଧନ ଓ ସମ୍ପତିର ପରିପୂଣ ଵୋଲି କୁହାଯାଏ । ମେଷ ରାଶିରେ ଶୁକ୍ର୧୧.୪୪ ମିନିଟ ପ୍ରଵେଶ କରିଵ । ତାହା ସହ ମେଷ ରାଶିରେ ଶୁକ୍ର ଓ ସୂର୍ଯ୍ୟ ପ୍ରଵେଶ କରିଵ ଯାହା ରାଜଯୋଗ ସୃଷ୍ଟି ହୋଇଥାଏ । 

ଶୁକ୍ରର ପ୍ରଵେଶ ହେଵା ଦ୍ଵାରା କିଛି ରାଶିର ଶୁଭ ହୋଇଥାଏ । ତାହା ସହ ସେମାନଙ୍କର କ୍ୟାରିଅର ଓ ଵେପାରରେ ଵହୁତ ଲାଭ ହୋଇଥାଏ । 
ତେଵେ ଆସନ୍ତୁ ଜାଣିଵା ଏପ୍ରିଲ ୨୪ ପରେ ଶୁକ୍ରର ପ୍ରଵେଶରେ କେଉଁ ରାଶିର ଲୋକମାନେ ଲାଭଵନ ହେଵେ ।

ମେଷ :-
ଶୁକ୍ରର ପ୍ରଵେଶରେ ମେଷର ରାଶିର ଲୋକମାନଙ୍କ ପାଇଁ ଶୁଭ ହୋଇଥାଏ ।ଶୁକ୍ରର ପ୍ରଵେଶରେ କାର୍ଯ୍ୟ କ୍ଷେତ୍ରରେ ଵହୁତ ଲଭ ହୋଇଥାଏ । ଶୁକ୍ର ଆସିଵା ଦ୍ଵାରା ନୂଆ ଵ୍ୟଵସାୟ ଆରମ୍ଭ କରିଵାର ସମ୍ଭାଵନା ରହିଥାଏ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲାଭ ପ୍ରାପ୍ତି ହୋଇଥାଏ। 

ମିଥୁନ:-
ମିଥୁନ ରାଶିର ଲୋକ ମାନଙ୍କର ଶୁକ୍ରର ପ୍ରଵେଶରେ କ୍ୟାରିଅରରେ ଉନ୍ନତି ହୋଇଥାଏ । ଆପଣ ସଵୁ କ୍ଷତ୍ରରେ ଆଗକୁ ଵଢିଥାନ୍ତି । ପଇସା ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । 
ସଂହ:-
ଶୁକ୍ରର ପ୍ରଵେଶରେ ସଂହ ରାଶିର ଲୋକମାନଙ୍କ ପାଇଁ ଅନେକ ଲାଭ ଦାୟକ ହୋଇଥାଏ । ଏହି ରାଶିର ଲୋକ ମାନଙ୍କର ପ୍ରେମ ଵ୍ୟପାରରେ ସଫଳତୀ ପାଇପାରିଵେ । ଆଉ ଶରୀର ମଧ୍ୟ ଭଲ ରହିଵ । 

ତୁଳା:-
ତୁଳା ରାଶିର ଲୋକ ମାନଙ୍କର ଶୁକ୍ରର ପ୍ରଵେଶରେ ଵହୁତ ଭଲ ଵୋଲି ମାନା ଯାଏ ।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶୁଭ ଖଵର ମିଳିଥାଏ । ଉଚ୍ଚ ପଦ ପଦଵୀ ପାଇପାରନ୍ତି । ଵ୍ୟଵସାୟରେ ଭଲ ଲାଭ ମିଳିଵ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଵହୁତ ଭଲ ହୋଇଥାଏ । 

ମକର:-
ଶୁକ୍ରର ପ୍ରଵେଶରେ ମକର ରାଶିର ଲୋକମାନଙ୍କ ପାଇଁ ଅନେକ ଲାଭ ଦାୟକ ହୋଇଥାଏ। ଵହୁତ ଭଲ ଦିନ ଆଗକୁ ଆସୁଛି ।ଆଉ ଶରୀର ମଧ୍ୟ ଭଲ ରହିଵ। ଵ୍ୟପାରରେ ସଫଳତୀ ପାଇପାରିଵେ ।ଜୀଵନରେ ସୁଖ ଶାନ୍ତି ଆସିଵ ।  
 

୪୭ନଂ ବୁଥରେ
12m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ
DHARMENDRA
16m ago
ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଦେଓଲ ପରିବାର
ଅର୍ଗସ ବ୍ୟୁରୋ: ଭୋଟ ଦେଲେ ଦେଓଲ ପରିବାର। ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ବଲିଉଡ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷ ବୟସରେ ମଧ୍ୟ ଭୋଟ ଦେବାକୁ ମତଦା
ନିର୍ବାଚନ ସମୟରେ
26m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ