୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?
by Argus News
Wed, May 08 | 5:08 p.m.

ଅର୍ଗସ ବ୍ୟୁରୋ: ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡେ । କଣ ଆପଣ ମାନେ ବି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ  ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ ...
ଆଜି ବି ମଣିଷ ଅଛନ୍ତି ଯେଉଁମାନେ ୧୦୦ରୁ ଅଧିକ ବର୍ଷ ବୟସ ଜୀବନ ଅତିବାହିତ କରୁଛନ୍ତି । ବୟସ ବୃଦ୍ଧି ପାଇଁ ଭଲ ଖାଇବା, ଶାରୀରିକ ବ୍ୟାୟମ ସହ ସୁସ୍ଥ ଜୀବନଶୈଳୀ ଆପଣେଇଛନ୍ତି । ଏହା ସହିତ ସୁସ୍ଥ ଚିନ୍ତାଧାରା ଦୀର୍ଘ ଜୀବନର ଚାବିକାଠି ହୋଇଥାଏ । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ବୟସ ଠାରୁ ମଧ୍ୟ ଅଧିକ ଲମ୍ବା ସମୟ ଧରି ଜୀବିତ ରହିଛନ୍ତି । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 
ଲମ୍ବା ସମୟ ଧରି ବଞ୍ଚିବାର ରହସ୍ୟ କଣ ? 
ମହିଳା ମାନେ ନିଜର ନିର୍ଦ୍ଦିଷ୍ଟ ଓଜନ ସନ୍ତୁଳନ ରଖିବା ଦ୍ଵାରା ବୟସ ବୃଦ୍ଧି ଘଟିଥାଏ । ଆଗରୁ କୁହାଯାଉଥିଲା, ୬୦ ବର୍ଷ ବୟସ ପରେ ମହିଳା ମାନେ ନିଜର ଓଜନ କମ କରିବା ଭୁଲ । କିନ୍ତୁ ଏବେ ବୈଜ୍ଞାନିକ ମାନେ ଭିନ୍ନ ଏକ ମତ ଦେଉଛନ୍ତି । ତାଙ୍କ କଥାନୁସାରେ, ୬୦ ବର୍ଷ ବୟସ ପରେ ଓଜନ ହ୍ରାସ ଲାଭଦାୟକ ହୋଇଥାଏ । ୬୦ ବର୍ଷ ପରେ ମହିଳା ମାନେ ଏକ ନିର୍ଦ୍ଦିଷ୍ଟ ଓଜନ ରଖିବା ଲାଭପ୍ରଦ ହୋଇଥାଏ । 
ବୃଦ୍ଧ ମହିଳାମାନଙ୍କ କ୍ଷେତ୍ରରେ ଓଜନ କମ ରହିବା ଏକ ପ୍ରକାର ସାମାନ୍ୟ କଥା ହୋଇଥାଏ । କିନ୍ତୁ ନିର୍ଦ୍ଦିଷ୍ଟ ଓଜନ ରହିବା ଦ୍ଵାରା ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଏ । ଯାହା ଜୀବନଶୈଳୀକୁ ସୁସ୍ଥ ରଖିବା ସହ ବୟସରେ ବୃଦ୍ଧି ହୋଇଥାଏ । 
 

PM
3m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
28m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ