ବର୍ତ୍ତମାନ ଲକ୍ଷ୍ନୌର ଜୋନାଲ କାର୍ଯ୍ୟୋଳୟରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ୟୁଟ୍ୟୁବର୍ ମାଲିକାନାରେ ଥିବା ଦାମୀ କାର ଗୁଡିକର ଇଡି ଅନୁସନ୍ଧାନ କରୁଛି। କୁହାଯାଉଛି କି ଖୁବ୍ ଶୀଘ୍ର ଏହି ସମସ୍ତ ମାମଲାରେ ଏଲଭିଶଙ୍କୁ ଡକାଯିବ। ମାର୍ଚ୍ଚ ୧୭ରେ, ୟୁଟ୍ୟୁବର ନୋଏଡା ପୋଲିସ ସାପ ବିଷ ମାମଲାରେ ଗିରଫ ହୋଇଥିଲେ। ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଳା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: