
ଆସ ବୁଲିଯିବା ଓଡିଶାର ସବୁଠୁ ପ୍ରାଚୀନ ବୌଦ୍ଧ କିର୍ତ୍ତୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରୁ 100 କିମି ଦୂର ଯାଜପୁରରେ ରହିଛି ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଲଳିତଗିରି ହେଉଛି ଓଡିଶାର ସବୁଠୁ ପ୍ରାଚୀନ ବୌଦ୍ଧ କିର୍ତ୍ତୀ । ଏଠାରେ ରହିଛି ହଜାର ହଜାର ବର୍ଷ ତଳ

ଖାରବେଳଙ୍କର ସ୍ମୃତିକୁ ମନେ ପକାଏ ଖଣ୍ଡଗିରି, ଉଦୟଗିରି ଗୁମ୍ଫା
ଅର୍ଗସ ବ୍ୟୁରୋ: କଳା,ସଂସ୍କୃତି,କୀର୍ତ୍ତିରାଜି,ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏଇ ଆମ ଓଡିଶା । ଯେଉଁଥିପାଇଁ ପୁରା ବିଶ୍ୱରେ ରହିଛି ଏହାର ନିଆରା ପରିଚୟ । ଓଡିଶାରେ ଅନେକ ଐତିହ ଓ ପର୍ଯ୍ୟଟନସ୍ଥଳୀ ରହିଛି । ରାଜଧାନୀ ଭୁବନେଶ୍ୱରର

ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ କୁ ଆସୁଛନ୍ତି ଭକ୍ତ
ଅର୍ଗସ ବ୍ୟୁରୋ: ବିଦାୟ ନେବ ୨୦୨୨ । ଆଜି ରାତି ୧୨ଟାରେ ନୂଆବର୍ଷକୁ ସ୍ବାଗତ ପାଇଁ ହୋଇଛି ପ୍ରସ୍ତୁତି। ଏଥିପାଇଁ ଚଳଚଞ୍ଚଳ ଶୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ବର୍ଷ ଆରମ୍ଭ ପାଇଁ ପୁରୀକୁ ଛୁଟିବ ଲକ୍ଷ ଲକ୍ଷ ଭକ୍ତ

ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ପର୍ଯ୍ୟଟକଙ୍କ ଭିଡ଼
ଅର୍ଗସ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଅନ୍ୟତମ ଶୈବପୀଠ ତଥା ହରି ଓ ଶଙ୍କର ଏକାଠି ଗୋଟିଏ ମନ୍ଦିରରେ ପୂଜା ପାଉଥିବା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ଥିବା ହରିଶଙ୍କର ପୀଠରେ ବର୍ଷ ଶେଷ ଦିନରେ ହଜାର ହଜା

ସିନ୍ଧୁଆ ଜଳପ୍ରପାତକୁ ମିଳିପାରୁନି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା
ଅର୍ଗସ ବ୍ୟୁରୋ : ପ୍ରକୃତି ରେ ଭରପୁର ମନଲୋଭା ସିନ୍ଧୁଆ ଜଳ ଜଳପ୍ରପାତ।ପର୍ଯ୍ୟଟନ ଋତୁ ଆସିଲେ ଏହି ସ୍ଥାନକୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ। ବଣଭୋଜି ସାଙ୍ଗକୁ ପାହାଡ଼, ପର୍ବତ ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ନେଇଥାନ୍ତି l

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ
ଅର୍ଗସ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କାରିଗରୀ। ସୌନ୍ଦର୍ଯ୍ୟ

ଅଧାବାଟରେ ପର୍ଯ୍ୟଟକଙ୍କୁ ଛାଡି ଚାଲିଗଲା ଗାଡି
ଅର୍ଗସ ବ୍ୟୁରୋ: ହଜିଗଲା ମଦୁଆ ଡ୍ରାଇଭରଙ୍କ ମାନବିକତା । ଓଡିଆ ପର୍ଯ୍ୟଟକଙ୍କୁ ଅଧା ବାଟରେ ଛାଡି ଚାଲିଗଲା ଗାଡି । ପଞ୍ଜାବରେ ଫସି ରହିଛନ୍ତି ବରଗଡ଼ ସୋହେଲା ଅଞ୍ଚଳର କିଛି ପର୍ଯ୍ୟଟକ । ଏହି ପର୍ଯ୍ୟଟକମାନେ ପ୍ରଥମେ ସିମଲା, ମନାଲ

ଅବହେଳିତ ଅବସ୍ଥାରେ ପଡିଛି ପର୍ଯ୍ୟଟନ ସ୍ଥଳୀ
ଅର୍ଗସ ବ୍ୟୁରୋ: ପାଖରେ ରାମ ନଦୀ, ନଦୀ କୂଳରେ ସ୍ବୟଂ ଆବିର୍ଭାବ ମହାଦେବ। 20ଫୁଟ ତଳେ ପୂଜା ପାଉଛନ୍ତି ଉଦୟନାଥେଶ୍ବର ମହାଦେବ।ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଘଞ୍ଚ ଜଙ୍ଗଲ ତଥା ଆଦିବାସୀ ଇଲାକାରେ ବହିଯାଇଛି ଅତି ମନରୋମା ରାମନଦୀ

ବୁଲି ଆସନ୍ତୁ ଦେଓଝର, ବଣଭୋଜି କରି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନିଅନ୍ତୁ
ନରସିଂହପୁର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପୁରୁଣା ବର୍ଷରେ କିଛି ସ୍ମୃତି ସାଉଁଟିବା ସହ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ ବୁଲାବୁଲି ଆରମ୍ଭ କରିଦେଲେଣି । କଟକ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝର ଜଳପ୍ରପାତରେ ଲୋ
Download Argus News App
