Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
10 ହଜାର କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଉଦ୍ଘାଟନ
ସୁନ୍ଦରଗଡ: ୨୪ ଘଣ୍ଟାରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ
ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 244କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ବରଗଡ଼ ସମେତ ସୁନ୍ଦରଗଡ଼ ଓ ଅନ୍ୟ ଜିଲ୍ଲାମାନଙ୍କରେ ବ୍ୟାପିବାରେ ଲାଗିଛି ସ୍କ୍ରବ ଟାଇଫସ୍ ।ଯାହାକୁ ନେଇ ଚିନ୍ତ
ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡ଼ାସନ୍ତ୍ରୀ ପଞ୍ଚାୟତ ବାଇଝାଲିଆ ସାହିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପ୍ରଫୁଲ୍ଲ ଭୋଇ । ଆଜି ସକାଳେ ଟାଟା ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲାବେଳେ, ନାଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡରେ ପଡ଼ିଥିଲେ ପ୍ରଫୁଲ୍ଲ । ହାତୀଟି ପ୍ରଫୁଲଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ