
ମୋଷ୍ଟ ଆଓ୍ବେଟଡ ମୁଭି `ସତ୍ୟପ୍ରେମ କି କଥା'ର ଟ୍ରେଲର ରିଲିଜ
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତିକ୍ଷୀତ ମୁଭି `ସତ୍ୟପ୍ରେମ କି କଥା'ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ରୋମାଣ୍ଟିକ କମେଡି ମୁଭିରେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡିକୁ ଲୋକେ ଭାରି ପସନ୍ଦ କରିଛନ୍ତି

କାର ଦୁର୍ଘଟଣାରେ ମାଲାୟଲମ ଅଭିନେତା କୋଲ୍ଲମ ସୁଧିଙ୍କ ପରଲୋକ
ଅର୍ଗସ ବ୍ୟୁରୋ: ମାଲାୟଲାମ ଅଭିନେତା କୋଲ୍ଲମ ସୁଧିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ଏନେଇ ପୋଲିସ କହିଛି ଯେ କୋଲ୍ଲମ ଯେଉଁ କାରରେ ଯାଉଥିଲେ ସୋମବାର ସକାଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହ

୭୮ ବର୍ଷରେ ଗୁଫି ପେଣ୍ଟଲଙ୍କ ପରଲୋକ
ଅର୍ଗସ ବ୍ୟୁରୋ: ଆଉ ନାହାନ୍ତି `ମଭାଭାରତ'ର ଶକୁନି ମାମୁଁ । ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଗୁଫି ପେଣ୍ଟଲଙ୍କ ପରଲୋକ । ତାଙ୍କୁ 78 ବର୍ଷ ବୟସ ହୋଇଥିଲା। ପେଣ୍ଟଲଙ୍କୁ ଗତ 8 ଦିନ ଧରି ମୁମ୍ବାଇର ଆନ୍ଧେରୀ ଡାକ୍ତରଖାନାର

ଏକାଠି ଦେଖିବାକୁ ମିଳିଲା ନବ୍ୟା-ସିଦ୍ଧାନ୍ତଙ୍କୁ, ଫ୍ୟାନ୍ସ କହିଲେ ଭଲ ଲାଗୁଛି ଯୋଡି
ଅର୍ଗସ ବ୍ୟୁରୋ: ଏକାଠି ନଜର ଆସିଲେ ଦୁଇ ଷ୍ଟାର। ଫ୍ୟାନ୍ସ କହିଲେ ଭଲ ଲାଗୁଛି ଯୋଡି। ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ନବ୍ୟାଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଦୁହିଁଙ୍କର ଫଟୋ ଏବେ ଭାଇରାଲ ହେଉଛି। ସିଦ୍ଧାନ୍ତ ତାଙ୍କ

ମା'ଙ୍କ ସହ ଅନେକ ଦିନ କଥାବାର୍ତ୍ତା ବନ୍ଦ କରନ୍ତି ଶାହିଦ
ଅର୍ଗସ ବ୍ୟୁରୋ : ବଲିଉଡ ଆକ୍ଟର ଶାହିଦ କପ୍ପୁର ନିଜର ଆଗାମୀ ୱେବ ସିରିଜ 'ବ୍ଲଡି ଡାଡି'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି. ଗତ କିଛିଦିନ ତଳେ ଏକ ସାକ୍ଷାତକାରରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି .

ପୁଣି ଥରେ ବଡ ପରଦାରେ ଉର୍ବଶୀ
ଅର୍ଗସ ବ୍ୟୁରୋ: ଅନେକ ଦିନର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଉର୍ବଶୀ। ପରବିନ୍ ବବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ ରୌତେଲା। ସାମ୍ନାକୁ ଆସିବ ପରବିନ ବବିଙ୍କ ଲାଇଫ ଷ୍ଟାଇଲ। ଯାହାକୁ ନେଇ ଉର୍ବଶୀ ବହୁତ ଖୁସି ଥିବ

କ୍ୟାନସର ଖବରକୁ ଖଣ୍ଡନ କଲେ ସାଉଥ ମେଗାଷ୍ଟାର ଚିରଞ୍ଜୀବି
ଅର୍ଗସ ବ୍ୟୁରୋ: ସାଉଥ ସୁପରଷ୍ଟାର ଚିରଞ୍ଜୀବିଙ୍କୁ ନେଇ କିଛି ଦିନ ତଳେ ଏକ ବଡ଼ ଖବର ଆସିଥିଲା।ଏହି ଖବର ଶୁଣିକି ମେଗା ଷ୍ଟାର ଚିରଞ୍ଜୀବି ସମ୍ପୂର୍ଣ୍ଣ ଭାବେ ରାଗିଯାଇଛନ୍ତି। ଖବରଟି ହେଲା ଚିରଞ୍ଜିବ କ୍ୟାନସରରେ ପୀଡ଼ିତ ଥିଲେ। ଏବେ ଚିକିତ୍ସ

ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ବ୍ଲଡ ସଂଗ୍ରହ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ୨୪୦ ୟୁନିଟ ବ୍ଲଡ ସଂଗ୍ରହ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଏକାଠି ହେଲେ ସାଧାରଣ ଲୋକଙ୍କ ସହ ଅନେକ ନାମୀ ଦାମୀ କଳାକାର।
ଆହତ ଯାତ୍ରୀଙ୍କ ଅବସ୍ଥାରେ ସୁଧା

ନିର୍ବନ୍ଧକୁ ନେଇ ପୁଣି ଚର୍ଚ୍ଚାରେ ଇଲିଆନା
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଇଲିଆନା ଡି'କ୍ରୁଜ। ଶୁଣିବାକୁ ମିଳୁଛି କି ଇଲିଆନା ନିର୍ବନ୍ଧ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର। ଇଲିଆନା ପ୍ରେଗନେନ୍ସ ଖବର ପରେ ସିକ୍ରେଟ ନିର୍ବନ୍ଧକୁ ନେଇ ଫଟୋ ଭାଇରା
Download Argus News App
