
WTC ଫାଇନାଲରୁ ବାଦ ପଡ଼ିଲେ ବୋଲର ଜୋଶ ହେଜେଲଉଡ ଆଉଟ
ଅର୍ଗସ ବ୍ୟୁରୋ : ସରିଲା ଇଣ୍ଡିଆନ ପ୍ରିମିୟର ଲିଗ । ବିଜୟର ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗ୍ସ । ଏବେ ଭାରତୀୟ ଖେଳାଳି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ WTC ଫାଇନାଲ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଟିମ ଇଣ୍ଡିଆର ଖେଳାଳି ଏବ

ଜାନୁୟାରୀରେ ଟେଷ୍ଟ କ୍ରିକେଟ ଛାଡ଼ିବେ ଓ୍ବାର୍ଣ୍ଣର!
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣର ଆସନ୍ତା ଜାନୁୟାରୀରେ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି କହିଛନ୍ତି। ସିଡନୀ କ୍ରିକେଟ ପଡ଼ିଆରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ତାଙ୍କର ବିଦାୟୀ ମ୍ୟାଚ ହେଉ ବୋଲି ସ

ଡ୍ୟୁକ ବଲରେ ଭାରତ ଖେଳିବ WTC ଫାଇନାଲ ମ୍ୟାଚ
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ର ୧୬ ତମ ସିଜନ ଅତ୍ୟନ୍ତ ରୋମାଞ୍ଚକର ସହ ସରିଛି। ଆଉ ଏହି ଆଇପିଏଲରେ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏବେ ଭାରତୀୟ ଖେଳାଳି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସି

ପୁଣି ଇଣ୍ଟରନ୍ୟାସନାଲ୍ କୋର୍ଟରେ ଚମକିଲେ ପଣ୍ଡା ଭଉଣୀ
ଅର୍ଗସ ବ୍ୟୁରୋ: ପୁଣି ଇଣ୍ଟରନ୍ୟାସନାଲ୍ କୋର୍ଟରେ ଚମକିଲେ ପଣ୍ଡା ସିସଟର୍ସ।ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଲେ ଋତପର୍ଣ୍ଣା-ଶ୍ୱେତପର୍ଣ୍ଣା। ସ୍ୱପ୍ନ-ସଂଘର୍ଷ-ସଫଳତା। ଘର କୋର୍ଟରୁ ଇଣ୍ଟରନ୍ୟାସନାଲ୍ ବ୍ୟାଡମିଣ୍ଟନ କୋର୍ଟ । କଟକର ଦୁ

ବିବାହ ବନ୍ଧନରେ ବାନ୍ଧିହେଲେ ସିଏସକେ ବ୍ୟାଟର ଋତୁରାଜ ଗାଏକ୍ବାଡ
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୩ର ୧୬ ତମ ସିଜନ ନିକଟରେ ଶେଷ ହୋଇଛି। ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ମୁକ୍କୁଟ ପିନ୍ଧିଥିଲା। ସଫଳ ଆଇପିଏଲ ଶେଷ ହେବାପରେ ସିଏସକେର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକ୍ବାଡ ବିବାହ ବନ୍ଧନର

ବ୍ରିଟେନକୁ 4-2ରେ ହରାଇଲା ଭାରତ
ଅର୍ଗସ ବ୍ୟୁରୋ: FIH ପ୍ରୋ ହକି ଲିଗ୍ । ପେନାଲ୍ଟି ସୁଟଆଉଟରେ ବ୍ରିଟେନକୁ 4-2ରେ ହରାଇଲା ଭାରତ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ତେବେ ନିର୍ଦ୍ଧାରିତ ସମୟରେ ଉଭୟ ଟିମ୍ 4-4 ଗୋଲ କରିଥିଲେ । ଭାର

ଓଡ଼ିଶା ଟ୍ରେନ ଟ୍ରାଜେଡି: ହକି ମ୍ୟାଚ ପୁର୍ବରୁ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା
ଅର୍ଗସ ବ୍ୟୁରୋ: ଆଜି ଭାରତ ସହ ଗ୍ରେଟ ବ୍ରିଟେନର ହକି ମ୍ୟାଚ ଥିଲା। ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲଣ୍ଡନର ଲି ଭ୍ୟାଲି ଷ୍ଟାଡିୟମରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶାର ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣ

ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲା ଭାରତୀୟ ଟିମ
ଅର୍ଗସ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ

ଲଞ୍ଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି
ଅର୍ଗସ ବ୍ୟୁରୋ: ଲଞ୍ଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି। କ୍ରିକେଟର ତିନୋଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଲଞ୍ଚ କରିଛି ଭାରତୀୟ କ୍ରିକେଟ ଟିମର ନୂଆ ସ୍ପନସର। ଆଇସିସି ଟେଷ୍ଟ ଚାମ୍ପିୟନସିପ ମ୍ୟାଚ ପୂର୍ବରୁ ଆଡିଡାସ ଭାରତୀୟ କ୍ରିକେଟ ଟିମ
Download Argus News App
