ଏହାକୁ ଖାଇଵା ଦ୍ଵାରା ଵହୁତ ରୋଗରୁ ମୁକ୍ତି ମିଳିଥାଏ ।ଏହାକୁ ଖାଇବା ଦ୍ୱାରା ଥଣ୍ଡା କାଶରେ ତୁରନ୍ତ ଆରାମ ମିଳିଥାଏ ।ଯଦି ଆପଣ ସକାଳ ଏବଂ ସନ୍ଧ୍ୟାରେ ଆଦା ଓ ଗୁଡର କାଢା ପିଅନ୍ତି ତେବେ ଆପଣ ଶୀଘ୍ର ଲାଭ ପାଇବେ ।
ଗୁଡ ରେ ଆଇରନର ପରିମାଣ ଅଧିକ ଥିଵାରୁ ଏହା ରକ୍ତହୀନତାକୁ ମଧ୍ୟ ଦୂର କରିରାଏ । ଏଥି ସହିତ ଗୁଡ ଖାଇଵା ଦ୍ଵାରା ଦୁର୍ବଳତାକୁ ଦୂର କରିଥାଏ ।ଗୁଡ ଖାଇଵା ଦ୍ଵାରା ପେଟର ସମସ୍ୟା ଦୂର ହୋଇଥାଏ ।
କିନ୍ତୁ ଏହାର ମଧ୍ୟ ଅସୁବିଧା ଅଛି । ଯଦିଓ ଏହା ଏକ ପ୍ରାକୃତିକ ମିଠା ଉଚ୍ଚ ରକ୍ତରେ ଶର୍କରା ଥିବା ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବ କିମ୍ଵା କମ ଖାଇଵା ଉଚିତ