Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧରୁ ସୁନ୍ଦରଗଡ଼, ବଲାଙ୍ଗୀରରୁ ଗଞ୍ଜାମ ସବୁଠି ହିଂସା ଓ ରକ୍ତପାତ ଘଟାଇଛନ୍ତି ବିଜେଡି କର୍ମୀ । ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବୁଥ କ୍ୟାପଚର କରିବାକୁ ଉଦ୍ୟ
ଚିଟ୍ଫଣ୍ଡ ସ୍କାମ୍ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ
ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କୁ ଟଙ୍କା ଫେରାଯିବ ବୋଲି କହିଛନ୍ତି ଅମିତ ଶାହ । ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଫେରସ୍ତ ଯିବ । ସେ ଆହୁରି ମଧ୍ୟ କହିଛନ୍ତି ଚିଟଫଣ୍ଡ ହେଉଛି ବିଜେଡି ପ୍ରାୟୋଜିତ । ଏଥିରେ ଅନେକ ଚିଟଫଣ୍