ଅଧିକ ପଢନ୍ତୁ ଭାରତ ଖବର
ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର ଡିଡି ଏହି ନୂଆ ଲୋଗୋ ବିଷୟରେ ସୂଚନା ଦେଇଛି । ଡିଡି ପୋଷ୍ଟ୍ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ । ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନୂଆ ଡିଡି ନିଉଜ୍କୁ ଅନୁଭବ କରନ୍ତୁ ।’’