ପ୍ରଚାର ସମୟର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଶୁଖୁଆପଡ଼ା ପଡ଼ିଆରେ ଜନ ସଭାକୁ ସମ୍ବୋଧିତ କରୁଥିବା ବେଳେ ଶହ ଶହ ଚେୟାର ପଡ଼ିଛି ଖାଲି। ଲୋକେ ଷ୍ଟେଜରେ ବାଘ ଓ ବାଘୁଣୀର ବଡ଼ ବଡ଼ ଫମ୍ପା ଭାଷଣ ଶୁଣିବାକୁ ପ୍ରତ୍ୟାଖାନ କରିଛନ୍ତି।