ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖସୁଥିବାରୁ ଛାତ୍ରଛାତ୍ରୀମାନେ ଗଛମୂଳରେ ବସି ପାଠ ପଢୁଛନ୍ତି। ସରକାର ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରୁଥିବା ବେଳେ ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ହାତୀବନ୍ଧା ଉପ୍ରାବିଦ୍ୟାଳୟର ବିକଳ ଚିତ୍ର ସାମ୍ନାକୁ ଆସିଛି