କେନ୍ଦ୍ରାପଡ଼ା ବିଜେଡ଼ିକୁ ବାଏ ବାଏ କରୁଛନ୍ତି ଜଣଙ୍କ ପରେ ଜଣେ ନେତା । ଯାହାକୁ ନେଇ ଟେନସନରେ ବିଜେଡି । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା, କେନ୍ଦ୍ରାପଡା ବିଧାନସଭା ଆସନରେ ଗତ କିଛି ଦିନ ମଧ୍ୟରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି ।