କେନ୍ଦ୍ରାପଡା ବିଜେଡିରେ ଏବେ କିଛି ଠିକ୍ଠାକ୍ ନାହିଁ । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜେଡି । ଦଳରେ ଏବେ ବାହାର ନେତାଙ୍କ ଆମଦାନୀ ବଢୁଥିବାରୁ ପୁରୁଖା ନେତା ଏବେ ଅସନ୍ତୁଷ୍ଟ ହେଲେଣି