ତେବେ ଅଧିକ ଚିକିତ୍ସା ପାଇଁ ପ୍ରାୟ 50ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏଥିପାଇଁ ଆଗକୁ ଆସିଛି ଓଡିଆ ଫିଲ୍ମ ଆସୋସିଏସନ । ଏହାରି ମଧ୍ୟରେ ଶିଳ୍ପପତି ଅମୀୟ ଦାସ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ 2ଲକ୍ଷର ସହାୟତା ରାଶି ପ୍ରଦାନ କରିଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ