ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ନିଜସ୍ବ ବୈଷୟିକ କୌଶଳରେ ଏଠାରେ ପ୍ରତିରକ୍ଷା ବିଭାଗ ପାଇଁ ବିଭିନ୍ନ ପ୍ରକାର ହେଲିକପ୍ଟର ତିଆରି କରାଯିବ । ଫ୍ୟାକ୍ଟିରୀରୁ ପ୍ରତିରକ୍ଷା ବିଭାଗ ପାଇଁ ୨୦ ବର୍ଷରେ ୧ହଜାରରୁ ଅଧିକ ହେଲିକପ୍ଟର ତିଆରି କରିବାକୁ ଲକ୍ଷ ରଖାଯାଇଛି । ୨୦୧୬ ମସିହାରେ ଏହି ଫ୍ୟାକ୍ଟେରୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ହାଲ୍ ତରଫରୁ କର୍ଣ୍ଣାଟକରେ ନିର୍ମାଣ ହୋଇଛି ହେଲିକପ୍ଟର ତିଆରି ଫ୍ୟାକ୍ଟେରୀ
Download Argus News App
