ଅଧିକ ପଢନ୍ତୁ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
ତେବେ ସୌଭାଗ୍ୟବଶତଃ ପରିବାରର କାହାରି ଜୀବନ ହାନି ହୋଇନଥିବାବେଳେ,୨ ଟି ଗାଈ ପୋଡିଯିବା ସହ ୧୦ଟି ବସ୍ତା ଧାନ ପୋଡିଯାଇଥିବା ଜଣାପଡିଛି । ନିଆଁରେ ସର୍ବସ୍ବ ହରାଇ ଏବେ ଅସହାୟ ହୋଇପଡିଛନ୍ତି ଵ୍ରହ୍ମାମାନନ୍ଦ । ଏହି ବିଷୟରେ ସେ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।